Door43-Catalog_or_tn/EPH/05/01.md

1.1 KiB

ତେଣୁ ଈଶ୍ୱରଙ୍କ ଅନୁକରଣକାରୀ ହେବ

“ତେଣୁ ତୁମ୍ଭେମାନେ ଈଶ୍ୱରଙ୍କ ଅନୁକରଣକାରୀ ହେବା ଉଚିତ ”

ତାଙ୍କର ପ୍ରିୟ ସନ୍ତାନମାନଙ୍କ ରୂପେ

ଈଶ୍ୱର ଆମ୍ଭମାନଙ୍କୁ ତାଙ୍କର ଅନୁକରଣକାରୀ ହୁଅନ୍ତୁ ଚାହାନ୍ତି ଯେବେଠୁ ଆମ୍ଭମାନେ ତାଙ୍କ ସନ୍ତାନ ଅଟୁ |

ପ୍ରେମରେ ରୁହ

“ଗୋଟିଏ ପ୍ରେମର ଜୀବନ କାଟ”

ଗୋଟିଏ ନୈବେଦ୍ୟ ଏବଂ ବଳି, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋଟିଏ ସୁଗନ୍ଧି ନୈବେଦ୍ୟ

“ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋଟିଏ ସୁଗନ୍ଧି ନୈବେଦ୍ୟ ଏବଂ ବଳି” ବା “ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋଟିଏ ମଧୁମୟ ଅଘ୍ରାଣ ନୈବେଦ୍ୟ ଏବଂ ବଳି ”