Door43-Catalog_or_tn/EPH/04/31.md

1.4 KiB

ସମସ୍ତ କଟୁକଥା ହେଉ

“ସମସ୍ତ କଳହର ମନୋଭାବକୁ ଈଶ୍ୱର କାଢି ନିଅନ୍ତୁ ”ବରଞ୍ଚ “ ଈଶ୍ୱର ସମସ୍ତ ଘୃଣାର ମନୋଭାବକୁ କାଢି ନିଅନ୍ତୁ ”

ରାଗ ଏବଂ କ୍ରୋଧ

“ରାଗ ଏବଂ କ୍ରୋଧ” ମିଳିତ ହିଂସାର ଉଦ୍ଦେଶ୍ୟକୁ ସୂଚିତ କରେ | ଏଠାରେ: “ଅନିୟତ୍ରଣ କ୍ରୋଧ” (ଦେଖ: ଦୈତବୋଧକ)

କଳହ ଏବଂ ନିନ୍ଦା

“କଳହ” ସହ ମିଳିତ “ନିନ୍ଦା” ଘୃଣାର କଠୋରତାକୁ ସୂଚିତ କରେ | ଏଠାରେ: “ଏବଂ କଠୋରତା ଗାଳିର କ୍ରିୟା ” (ଦେଖ: ଦୈତବୋଧକ)

ଏବଂ ପ୍ରତ୍ୟେକ ପ୍ରତ୍ୟେକକୁ ଦୟାଶୀଳ ହୁଅ , କୋମଳ ହୃଦୟ

“ପ୍ରତିବଦଳରେ ତୁମ୍ଭେମାନେ ପ୍ରତ୍ୟେକ ପ୍ରତ୍ୟେକକୁ ଦୟାଶୀଳ ହୁଅ, ସଦୟ” ବା “ପ୍ରତିବଦଳରେ ତୁମ୍ଭେମାନେ ପ୍ରତ୍ୟେକ ପ୍ରତ୍ୟେକକୁ ଦୟାଶୀଳ ହୁଅ, ସମ୍ପୂର୍ଣ୍ଣ ଦୟାରେ ବିଗଳିତ ହୁଅ”