Door43-Catalog_or_tn/EPH/04/28.md

1.5 KiB

ତୁମ୍ଭମାନଙ୍କ ମୁଖରୁ କୁବାକ୍ୟ ନିର୍ଗତ ନ ହେଉ,

“ତୁମ୍ଭମାନଙ୍କ ମୁଖରୁ ଖରାପ କଥା ନିର୍ଗତ ନ ହେଉ” ବା “ତୁମ୍ଭମାନଙ୍କ ମୁଖରୁ ମନ୍ଦ କଥା ନିର୍ଗତ ନ ହେଉ”

ନିଷ୍ଠାଜନକ ବାକ୍ୟ ଯାହା ଅନ୍ୟର ଗଠନରେ ଆବଶ୍ୟକତାନୁଯାୟୀ କର

“ନିଷ୍ଠାଜନକ ବାକ୍ୟ ଯାହା ଅନ୍ୟର ଗଠନରେ ବ୍ୟବହାର ହୁଏ , ବା ଅନ୍ୟ ବିଶ୍ୱାସୀମାନଙ୍କୁ ଶକ୍ତି ଯୋଗାଇବ ”

ଯିଏ ଶୁଣୁଛନ୍ତି ସେମାନଙ୍କୁ ଅନୁଗ୍ରହ ଦିଅ

“ଏହିପ୍ରକାର ତୁମ୍ଭେମାନେ ଯେଉଁମାନେ ଶୁଣୁଛନ୍ତି ସେମାନଙ୍କୁ ଅନୁଗ୍ରହ ଦିଅ ”|

ଈଶ୍ୱରଙ୍କ ପବିତ୍ରାତ୍ମାଙ୍କୁ ଦୁଃଖ ଦିଅ ନାହିଁ

“ତୁମ୍ଭମାନଙ୍କ କୁବାକ୍ୟ ଦ୍ୱାରା ଈଶ୍ୱରଙ୍କ ପବିତ୍ରାତ୍ମାଙ୍କୁ ଦୁଃଖର କାରଣ କର ନାହିଁ ”

ଯାହାଙ୍କ ଦ୍ୱାରା ତୁମ୍ଭେମାନେ ମୁଦ୍ରାଙ୍କିତ ହୋଇଅଛ

“ସେ ତୁମ୍ଭମାନଙ୍କ ନିମନ୍ତେ ମୁଦ୍ରାଙ୍କିତ କରିଛନ୍ତି ”|