Door43-Catalog_or_tn/EPH/04/25.md

1.1 KiB

ମିଥ୍ୟା ପରିତ୍ୟାଗ କର

“ତୁମ୍ଭେମାନେ ମିଥ୍ୟା ବନ୍ଦ କରିବା ଉଚିତ”

ପ୍ରତ୍ୟେକ ଜଣ ତାଙ୍କ ପଡୋଶୀମାନଙ୍କ ସହ ସତ୍ୟ କୁହ

“ବିଶ୍ୱାସୀମାନେ ସେମାନଙ୍କ ପଡୋଶୀମାନଙ୍କ ସହ ସତ୍ୟ କହିବା ଉଚିତ ”

ଆମ୍ଭେମାନେ ପ୍ରତ୍ୟେକ ଜଣର ସଭ୍ୟ ଅଟୁଁ

“ଆମ୍ଭେମାନେ ଈଶ୍ୱରଙ୍କ ପାରିବାରର ସଭ୍ୟ ଅଟୁଁ ” (ଦେଖ:ଅନ୍ତର୍ଭୁକ୍ତ)

କ୍ରୋଧିତ ହୁଅ, କିନ୍ତୁ ପାପ କର ନାହିଁ

“ତୁମ୍ଭେମାନେ କ୍ରୋଧ ହୋଇପାର, କିନ୍ତୁ ପାପ କର ନାହିଁ”

ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର

“ତୁମ୍ଭେମାନେ ରାତ୍ର ଆସିବା ପୂର୍ବରୁ କ୍ରୋଧରୁ ବାହାରି ଆସିବା ଉଚିତ ”