Door43-Catalog_or_tn/EPH/04/23.md

843 B

ତୁମ୍ଭେମାନେ ନୂତନ ହୋଇପାର

“ତୁମ୍ଭେମାନେ ପରିବର୍ତ୍ତନ ହୋଇପାର ” ବା “ତୁମ୍ଭେମାନେ ରୂପାନ୍ତରିତ ହୋଇପାର ”

ଯେପରି ତୁମ୍ଭେମାନେ ନୂତନୀକୃତ ହୋଇପାର

ଏହା ଦେଖାଏ କିପରି ଜଣେ ଅବିଶ୍ୱାସୀ ନୂତନୀକୃତ ହୁଏ ଯେତେବେଳେ ସେ ଈଶ୍ୱରଙ୍କ ଶକ୍ତି ଦ୍ୱାରା ଜଣେ ବିଶ୍ୱାସୀ ହୋଇପାରେ , ଠିକ ଯେପରି ଜଣେ ମନୁଷ୍ୟ ନୂଆ ପୋଷାକ ପିନ୍ଧିବାରେ ଏବଂ ସମ୍ପୂର୍ଣ୍ଣ ଅଲଗା ଦେଖାଯାଏ |(ଦେଖ: ତୁଳନାତ୍ମକ)