Door43-Catalog_or_tn/EPH/04/20.md

2.6 KiB

କିନ୍ତୁ ଏହା ବର୍ତ୍ତମାନ ତୁମ୍ଭେମାନେ କିପରି ଖ୍ରୀଷ୍ଟଙ୍କ ବିଷୟରେ ଶିଖିଲ

“କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ଏହିପରି ଭାବରେ ଅନୁସରଣ କରିବା ଶିଖିଲ ନାହିଁ ”

ଯଦି ତାଙ୍କ ବିଷୟରେ ତୁମ୍ଭେମାନେ ଶୁଣିଅଛ ଏବଂ ତାଙ୍କ ବିଷୟରେ କହିଅଛ, ତାହାହିଁ ଯୀଶୁଙ୍କ ବିଷୟରେ ସତ୍ୟ ଅଟେ

“ତୁମ୍ଭେମାନେ ଯୀଶୁଙ୍କ ବିଷୟରେ ଶୁଣିଅଛ ଏବଂ ତାଙ୍କ ଦ୍ୱାରା ସତ୍ୟ ଶିକ୍ଷା କୁହାଯାଇଅଛି ”

ତୁମ୍ଭେମାନେ ପୁରୁଣା ମଣିଷକୁ କାଢିବା ଉଚିତ —ଯେଉଁଟା ତୁମ୍ଭମାନଙ୍କର ପୁରୁଣା ସ୍ୱଭାବକୁ ସମନ୍ୱୟ କରେ ମନ୍ଦ ଇଚ୍ଛା ଅନୁଯାୟୀ କଳୁଷତା ହୋଇଅଛି

“ତୁମ୍ଭେମାନେ ପୁରାତନ ଆଚରଣ ପରିତ୍ୟାଗ କରିବା ଉଚିତ ଯାହା ସାଧାରଣ ପୁରୁଣା ସ୍ୱଭାବ ପ୍ରବଞ୍ଚନାର ଅଧିକରୁ ଅଧିକ ଭ୍ରଷ୍ଟ ହେଲ”

ତୁମେ ବାର୍ଦ୍ଧକ୍ୟତା ବାହାର କରିବା ଉଚିତ

ତୁମ୍ଭେମାନେ ନିଜ ନିଜକୁ ସମସ୍ତ ଅସାରତାକୁ ବାହାରିବା ଉଚିତ ଠିକ ଯେପରି ପୋଷାକ ବାହାର କରିବା ଏବଂ ସେସବୁକୁ ଫୋପାଡି ଦେବା | ଏଠାରେ: “ତୁମ୍ଭେମାନେ ତୁମ୍ଭମାନଙ୍କର ବ୍ୟବହାର ବଦଳାଇବା ଉଚିତ |” (ଦେଖ: ତୁଳନାତ୍ମକ)

ଯାହାକି ତୁମ୍ଭମାନଙ୍କର ବ୍ୟବହାରର ସମନ୍ୱୟ ରକ୍ଷା କରେ

“ବ୍ୟବହାର ତାହା ତୁମ୍ଭମାନଙ୍କର ପୁରୁଣା ସ୍ୱଭାବସହ ଖାପ ଖୁଆଇବା ” ବା “ବ୍ୟବହାର ତାହା ତୁମ୍ଭମାନଙ୍କର ପୁରୁଣା ନିଜତ୍ୱ ସହ ଖାପ ଖୁଆଇବା ”

ଯେଉଁଟା ମନ୍ଦ ଇଚ୍ଛା ଅନୁଯାୟୀ କଳୁଷିତ ହୁଏ

“ଯେଉଁଟି ଶାରୀରିକ ଅଭିଳାଷ ରହିବା କାରଣରୁ ଖରାପକୁ ବଢିଥାଏ ”