Door43-Catalog_or_tn/EPH/04/17.md

2.3 KiB

ଏହା ମୁଁ କହେ ତେଣୁ , ଏବଂ ମୁଁ ତୁମ୍ଭମାନଙ୍କୁ ପ୍ରଭୁରେ ଅନୁରୋଧ କରେ,

“ତେଣୁ ମୁଁ ତୁମ୍ଭମାନଙ୍କୁ ପ୍ରଭୁରେ ବଳିଷ୍ଠ ଉତ୍ସାହ କରେ ”

ବିଜାତୀୟମାନଙ୍କ ପରି ସେମାନଙ୍କ ମନର ଅସାରତାରେ ଆଚରଣ କରି ଆଉ ଚାଲିବି ନାହିଁ

“ ଯେପରି ବିଜାତୀୟମାନେ ସେମାନଙ୍କ ମନର ଅସାରତା ସହ ଆଚରଣ କର ନାହିଁ ”

ଭାବନାରେ ଅନ୍ଧକାରହୋଇ, ସେମାନଙ୍କ ଅଜ୍ଞାନତା ଦ୍ୱାରା ଈଶ୍ୱରଙ୍କ ଜୀବନରୁ ବିଛିନ୍ନ ହେଲେ ଏବଂ ସେମାନଙ୍କ ହୃଦୟର ଜଡତା ଦ୍ୱାରା

“ସେମାନେ ଈଶ୍ୱରଙ୍କ ଜୀବନରୁ ଅଭିଜ୍ଞତା ପାଇଲେ ନାହିଁ କାରଣ ସେମାନଙ୍କ ମନର ଅନ୍ଧତ୍ୱ ହୋଇଅଛି ଏବଂ ସେମାନଙ୍କ ହୃଦୟର ଜଡତା ଅଟେ ”

ଭାବନାରେ ଅନ୍ଧକାରହୋଇ

ସେମାନେ ଚିନ୍ତା ବା ଭାବନାରେ ସ୍ପଷ୍ଟତା ନାହିଁ |

ଈଶ୍ୱରଙ୍କ ଜୀବନରୁ ବିଛିନ୍ନ ହେଲେ

“ଈଶ୍ୱରୀୟଙ୍କ ଜୀବନଠାରୁ ଅଲଗା ହେଲେ”

ସେମାନଙ୍କ ଅନ୍ତରରେ ଅଜ୍ଞାନତା ଦ୍ୱାରା

“କାରଣ ସେମାନଙ୍କ ଈଶ୍ୱରଙ୍କ ଜ୍ଞାନ ନ ଥିଲା ”

ସେମାନଙ୍କ ହୃଦୟର ଜଡତା ଦ୍ୱାରା

ସେମାନେ ଈଶ୍ୱର ଓ ତାଙ୍କ ଶିକ୍ଷାଗୁଡିକ ଶୁଣିବାକୁ ଅନିଚ୍ଛୁକ ଅଟନ୍ତି |

ସେମାନେ ବ୍ୟଭିଚାରୀମାନଙ୍କ ଅଶୁଚି କର୍ମଗୁଡିକରେ, ପ୍ରତ୍ୟେକ ଧନ ଲୋଭ ବନ୍ଧନରେ ରହିଛନ୍ତି

“ସେମାନେ ଅତ୍ୟଧିକ ଖରାପ ବ୍ୟବହାର ଏବଂ ଧନ ଲୋଭ ଲାଳସା ଦ୍ୱାରା ସମର୍ପିତ ହୋଇଛନ୍ତି”