Door43-Catalog_or_tn/EPH/04/11.md

1.2 KiB

ଖ୍ରୀଷ୍ଟ ଏହିଭଳି ଦାନଗୁଡିକ ଦେଲେ

“ଖ୍ରୀଷ୍ଟ ଏହିଭଳି ଦାନଗୁଡିକ ମଣ୍ଡଳୀକୁ ଦେଲେ” (ଦେଖ: ସ୍ପଷ୍ଟ ବ୍ୟକ୍ତ ବା ଅବ୍ୟକ୍ତ)

ସେମାନେ ଈଶ୍ୱରଙ୍କ ନିମନ୍ତେ ପ୍ରେରିତ

ଏହା ସମସ୍ତ ବିଶ୍ୱାସୀମାନଙ୍କୁ ବୁଝାଉଛି |

ସେବା କାର୍ଯ୍ୟଟିରେ

“ଅନ୍ୟମାନଙ୍କ ସେବାରେ”

ଖ୍ରୀଷ୍ଟଙ୍କ ଶରୀରର ଗଠନ ନିମନ୍ତେ

ଏହି ତୁଳନାତ୍ମକ ଆତ୍ମିକ ବର୍ଦ୍ଧିଷ୍ଣୁତା ଶାରୀରିକ ଶକ୍ତି ବୃଦ୍ଧି ନିମନ୍ତେ ବ୍ୟାୟମ ସହ ତୁଳନା କରେ | (ଦେଖ: ତୁଳନାତ୍ମକ)

ବିଶ୍ୱାସର ଐକତାରେ ପହଞ୍ଚିବା

“ଏକାଭାବେ ବିଶ୍ୱାସରେ ଦୃଢ ହେବା ”

ପୂର୍ଣ୍ଣବୟସ୍କ ପୁରୁଷ ହେଉ

“ପୂର୍ଣ୍ଣବୟସ୍କ ବିଶ୍ୱାସୀ ହେଉ”