Door43-Catalog_or_tn/EPH/04/09.md

812 B

ସେ ଆରୋହଣ କଲେ

“ସେ ଉର୍ଦ୍ଧକୁ ଉଠିଲେ”|

ସେ ମଧ୍ୟ ଅବରୋହଣ କଲେ

“ସେ ମଧ୍ୟ ତଳକୁ ଓହ୍ଲାଇଲେ” ବା “ସେ ମଧ୍ୟ ତଳକୁ ଆସିଲେ”

ନିଚସ୍ଥ ପୃଥିବୀର ମଧ୍ୟରେ

“ତଳ ଅଞ୍ଚଳଗୁଡିକ ମଧ୍ୟରେ,ପୃଥିବୀ” ବା “ନିଚସ୍ଥ ପୃଥିବୀର ଅଂଶଗୁଡିକର ମଧ୍ୟରେ”

ସେ ସମସ୍ତ ବିଷୟରେ ପୂର୍ଣ୍ଣ କରନ୍ତି

“ସେ ସମସ୍ତ ବିଷୟରେ ସଂପୂର୍ଣ୍ଣ କରନ୍ତି ” ବା “ସମସ୍ତେ ତାଙ୍କ ସହ ପୂର୍ଣ୍ଣ ହେବା ଉଚିତ”|