Door43-Catalog_or_tn/EPH/04/07.md

919 B

ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ

ପଦଟି “ଆମ୍ଭ” ଏଫିସୀୟର ପାଉଲ ଏବଂ ସମସ୍ତ ବିଶ୍ୱାସୀମାନେ ଅନ୍ତର୍ଭୁକ୍ତ |(ଦେଖ: ଅନ୍ତର୍ଭୁକ୍ତ)

ଆମ୍ଭେମାନେ ପ୍ରତ୍ୟେକଙ୍କୁ ଗୋଟିଏ ଦାନ ଦିଆଯାଇଅଛି

“ଗୋଟିଏ ଦାନ ପ୍ରତ୍ୟେକ ବିଶ୍ୱାସୀଙ୍କୁ ଦିଆଯାଇଅଛି ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଯେତେବେଳେ ସେ ଉର୍ଦ୍ଧକୁ ଉଠିଲେ

“ ଯେତେବେଳେ ଖ୍ରୀଷ୍ଟ ସ୍ୱର୍ଗକୁ ଆରୋହଣ କଲେ ” ଶବ୍ଦଟି “ସେ” ଖ୍ରୀଷ୍ଟଙ୍କୁ ପଦ ୧୧ ମଧ୍ୟରେ ବୁଝାଏ |