Door43-Catalog_or_tn/EPH/04/04.md

909 B

ଏକ ଶରୀର

ଈଶ୍ୱରଙ୍କ ପରିବାରରେ ସମସ୍ତ ବିଶ୍ୱାସୀମାନେ ଯେପରି ଏକ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅଟନ୍ତି | (ଦେଖ: ତୁଳନା)

ଏକ ଆତ୍ମା

ସେଠାରେ ଗୋଟିଏ ପବିତ୍ର ଆତ୍ମା ଅଟନ୍ତି |

ଜଣେ ଆହୂତ

“ବିଶେଷତଃ ଜଣେ ମନୋନୀତ” ବା “ଜଣେ ନିଯୁକ୍ତି”

ଗୋଟିଏ ଭରସାରେ ଆଶାୟୀ

“ଗୋଟିଏ ନିଶ୍ଚିତ ଆଶାରେ ”|

ସମସ୍ତଙ୍କ ପିତା…ଏବଂ ସମସ୍ତରେ

“ସମସ୍ତ ବିଷୟରେ ପିତା…ସମସ୍ତ ବିଷୟ ଉପରେ…ସମସ୍ତ ବିଷୟ ମଧ୍ୟରେ …ସମସ୍ତ ବିଷୟ”