Door43-Catalog_or_tn/EPH/03/20.md

645 B

ବର୍ତ୍ତମାନ ତାଙ୍କଠୁ

“ବର୍ତ୍ତମାନ ପ୍ରଭୁଙ୍କଠୁ”

ସବୁକିଛି ଦୂର , ଉର୍ଦ୍ଦରୁ ବହୁଦୂର

ଈଶ୍ୱର ଆମ୍ଭମାନଙ୍କର ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣ ଦେଇ ପାରିବେ |

ଯାହା ଆମ୍ଭେମାନେ ମାଗୁ ବା ଭାବୁ

“ଆମ୍ଭେ” ପାଉଲ ଏବଂ ତାଙ୍କ ଶ୍ରୋତା ଅନ୍ତର୍ଭୁକ୍ତ ଅଟନ୍ତି | (ଦେଖ:ଅନ୍ତର୍ଭୁକ୍ତ}