Door43-Catalog_or_tn/EPH/03/17.md

1.8 KiB

ବିଶ୍ୱାସ ଦ୍ୱାରା ହୃଦୟରେ ବାସ କରନ୍ତି

“ଦ୍ୱାରା” ଗୋଟିଏ ଚିନ୍ତାର ମାର୍ଗ ବା ରାସ୍ତା ଦେଖାଉଅଛି ଯେ ଖ୍ରୀଷ୍ଟ ସେମାନଙ୍କୁ ଈଶ୍ୱର ଦତ୍ତ ବିଶ୍ୱାସ ମାଧ୍ୟମରେ ବିଶ୍ୱାସୀମାନଙ୍କ ହୃଦୟରେ ବାସ କରନ୍ତି |

ଯେ ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହେବ

ପାଉଲ ତୁଳନା କରନ୍ତି ସେମାନଙ୍କ ବିଶ୍ୱାସ ଗୋଟିଏ ବୃକ୍ଷ ସ୍ୱରୂପ ଯେପରି ଗଭୀରରେ ଚେର ରହିଅଛି କିମ୍ବା ଗୋଟିଏ ଗୃହଟି ଦୃଢ ମୂଳଭିତ୍ତି ଉପରେ ତିଆରି ହୁଏ |ଅନ୍ୟ ଭାଷାନ୍ତରରେ: “ଯେ ତୁମ୍ଭେମାନେ ଗଭୀରରେ ଥିବା ଦୃଢ ଚେର ଏବଂ ଗୋଟିଏ ଗୃହଟି ଶୈଳ ଉପରେ ଗଠିତ”|(ଦେଖ: ତୁଳନାତ୍ମକ)

ସମସ୍ତେ ଈଶ୍ୱରଙ୍କ ନିମନ୍ତେ ସାଧୁ

ଏହାର ଅର୍ଥ ସମସ୍ତ ବିଶ୍ୱାସୀମାନେ | ଏହା ଅନୁବାଦରେ ହୋଇପାରେ ଯେପରି “ସାଧୁମାନେ”|

ଯେ ତୁମ୍ଭେମାନେ ଜାଣ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ପ୍ରେମ

“ଯେ ତୁମ୍ଭେମାନେ ଜାଣ ଖ୍ରୀଷ୍ଟଙ୍କ ପ୍ରେମ ଯେ ଆମ୍ଭେମାନଙ୍କ ଯାହାକିଛି ଜାଣିବା ଅଭିଜ୍ଞତାର ଉର୍ଦ୍ଧରେ ଅଟେ”|