Door43-Catalog_or_tn/EPH/03/12.md

848 B

ନିର୍ଭୟରେ ପଥ ପାଇବା

“ନିର୍ଭୟରେ ଈଶ୍ୱରଙ୍କ ଉପସ୍ଥିତିର ପଥ ପାଇବା ” ବା “ସ୍ୱାଧିନତା ରେ ନିର୍ଭୟରେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ପ୍ରବେଶ କରିବା ” (ଦେଖ: ସ୍ପଷ୍ଟ ବ୍ୟକ୍ତ ବା ଅବ୍ୟକ୍ତ)

ଆମର ବିଶ୍ୱାସ ତାହାଙ୍କ କାରଣରୁ

“ଆମର ବିଶ୍ୱାସ ଖ୍ରୀଷ୍ଟଙ୍କ କାରଣରୁ”

ତେଣୁ ମୁଁ ତୁମ୍ଭମାନଙ୍କୁ କହେ ହତାଶ ହୁଅ ନାହିଁ

“ତେଣୁ ମୁଁ ତୁମ୍ଭମାନଙ୍କୁ କହେ କାରଣରୁ ଅଧୈର୍ଯ୍ୟ ହୁଅ ନାହିଁ ”