Door43-Catalog_or_tn/EPH/03/10.md

942 B

ତଦନୁସାରେ ବହୁବିଧ ଜ୍ଞାନ ସ୍ୱର୍ଗରେ ମଣ୍ଡଳୀ ମାଧ୍ୟମରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଇଲେ

“ବହୁବିଧ ଜ୍ଞାନ ସ୍ୱର୍ଗରେ ମଣ୍ଡଳୀ ମାଧ୍ୟମରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତଙ୍କୁ ଜ୍ଞାତ କରାଇବେ ”

ନିରନ୍ତନ ସଂକଳ୍ପ ଅନୁସାରେ

“ନିରନ୍ତନ ସଂକଳ୍ପକୁ ଦୃଷ୍ଟିରେ ରଖି” ବା “ଅନୁରୂପ ନିରନ୍ତନ ସଂକଳ୍ପ ସହ ”

ତାହା ସେ ଚାହିଁଲେ

“ତାହା ସେ ସମ୍ପାଦନ କଲେ” ବା “ତାହା ସେ ସମ୍ପୂର୍ଣ୍ଣ ସଫଳ କଲେ”|