Door43-Catalog_or_tn/EPH/03/08.md

1.2 KiB

ଏହି ଦାନ ମୋତେ ଦିଆଗଲା , ଯଦିଓ ମୁଁ କ୍ଷୁଦ୍ରତମଠାରୁ କ୍ଷୁଦ୍ର ଈଶ୍ୱରଙ୍କ ପାଇଁ ପୃଥକୀକୃତ ଅଟେ

“ଯଦିଓ ସମସ୍ତ ଈଶ୍ୱରଙ୍କ ଲୋକମାନଙ୍କଠାରୁ ମୁଁ ନ୍ୟୁନ ଅଟେ , ଈଶ୍ୱର ଏହି ଅନୁଗ୍ରହ ଦାନ ଦେଇଅଛନ୍ତି ”

ପୁଣି କଣ ଈଶ୍ୱରଙ୍କ ସଂକଳ୍ପ ବିଷୟରେ ପ୍ରତ୍ୟେକଙ୍କୁ ଅଲୋକରେ ପ୍ରକାଶ କରିବା

“ଏବଂ ସମସ୍ତ ଲୋକମାନଙ୍କୁ ଈଶ୍ୱରଙ୍କ ସଂକଳ୍ପ ବିଷୟରେ ଜଣାଇବା ”

ନିଗୂଢତତ୍ତ୍ୱ ଯେ ଈଶ୍ୱରଙ୍କ ଦ୍ୱାରା ବହୂ ପୂର୍ବରୁ ଗୁପ୍ତ ଥିଲା ଯିଏ ସମସ୍ତ ବିଷୟ ସୃଷ୍ଟି କଲେ

“କିଛି ବିଷୟ ଯେ ଈଶ୍ୱର ବହୁପୂର୍ବରୁ ଗୁପ୍ତ ରଖିଲେ , ବହୁ ସମୟ ପୂର୍ବରୁ ଯେତେବେଳେ ସେ ସମସ୍ତ ସୃଷ୍ଟି କଲେ |”