Door43-Catalog_or_tn/EPH/03/06.md

1.2 KiB

ବିଜାତୀୟମାନେ ଅଂଶାଧିକାରୀ ଅଟନ୍ତି ଏବଂ ଶରୀରର ଅଂଙ୍ଗପ୍ରତ୍ୟଙ୍ଗ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସୁସମାଚାର ଦ୍ୱାରା ପ୍ରତିଜ୍ଞାର ସହଭାଗୀ ଅଟନ୍ତି

ଏହି ଉକ୍ତିଟି ନିଗୂଢତତ୍ତ୍ୱ ଅଟେ ପାଉଲ କହୁଛନ୍ତି ତାହା ତାହାଙ୍କୁ ଓ ପ୍ରେରିତମାନଙ୍କୁ ପ୍ରକାଶିତ କଲେ |

ଶରୀରର ଅଂଙ୍ଗପ୍ରତ୍ୟଙ୍ଗଗୁଡିକ

ପାଉଲ ଖ୍ରୀଷ୍ଟରେ ବିଶ୍ୱାସୀମାନଙ୍କୁ ବର୍ଣ୍ଣନା କରି ଶରୀରର ସାଦୃଶ୍ୟଥିବା ଦୃଷ୍ଟାନ୍ତ ବ୍ୟବହାର କରନ୍ତି |

ଏଥିପାଇଁ ମୁଁ ଗୋଟିଏ ସେବକ ହେଲି

“ମୁଁ ବର୍ତ୍ତମାନ ସୁସମାଚାରର ଜଣେ ଈଶ୍ୱରଙ୍କ ସେବକ ହେଉଅଛି ” (ଦେଖ: ସ୍ପଷ୍ଟ ବ୍ୟକ୍ତ ବା ଅବ୍ୟକ୍ତ)