Door43-Catalog_or_tn/EPH/03/03.md

2.1 KiB

ପ୍ରକାଶିତ ଅନୁଯାୟୀ ମୋତେ ଜ୍ଞାତ କଲେ

“ସେହି ଈଶ୍ୱର ଗୋଟିଏ ପ୍ରତ୍ୟାଦେଶ ଦ୍ୱାରା ମୋତେ ଜ୍ଞାତ କଲେ ” ବା "ସେହି ଈଶ୍ୱର ମୋଠାରେ ପ୍ରକାଶ କଲେ ”

ନିଗୂଢତତ୍ତ୍ୱ ସମ୍ବନ୍ଧରେ ଯେଉଁ କିଛି ସଂକ୍ଷିପ୍ତ ବିଷୟ ପୂର୍ବରୁ ଲେଖିଲି

“ପୂର୍ବରେ ଜ୍ଞାନର ପରିଚୟ ପାଇ ନ ଥିଲି ଯେ ମୁଁ ସଂକ୍ଷିପ୍ତ ବିଷୟରେ ତୁମକୁ ପୂର୍ବରୁ ଲେଖିଲି”|

ଯେତେବେଳେ ତୁମେଏହି ବିଷୟରେ ପଢିବ

“ଏହି” ନିଗୂଢତତ୍ତ୍ୱ ସମ୍ବନ୍ଧରେ ବୁଝାଏ ଯେ ପାଉଲ ଏଫିସୀୟମାନଙ୍କୁ ଜଣାଉଛନ୍ତି |

ତୁମ୍ଭେମାନେ ବୁଝିବାରେ ସକ୍ଷମ ହେବ

“ତୁମ୍ଭେମାନେ ବର୍ଦ୍ଧିଣ୍ଣୁ କରିବାରେ ସକ୍ଷମ ହେବ” ବା “ତୁମ୍ଭେମାନେ ଅନୁଭବ କରିବାରେସକ୍ଷମ ହେବ”|

ଖ୍ରୀଷ୍ଟଙ୍କ ନିଗୂଢତତ୍ତ୍ୱ ବିଷୟରେ ଦୃଷ୍ଟିପାତ

“ଏହି ବିଷୟରେ ମୋର ବୁଝିବାରେ ଆଗରୁ ଜ୍ଞାତ ନ ଥିଲି ”

ମନୁଷ୍ୟସନ୍ତାନମାନଙ୍କ ମଧ୍ୟରେ ଯେଉଁ ଅନ୍ୟ ପିଢିରେ ଜ୍ଞାତ ନ ଥିଲେ

“ଆଗରୁ ଲୋକମାନେ ଯେଉଁଟା ଜ୍ଞାତ ନ ଥିଲେ ”

କିନ୍ତୁ ବର୍ତ୍ତମାନ ଯେଉଁଟା ପ୍ରକାଶିତ କରିଛନ୍ତି

“କିନ୍ତୁ ବର୍ତ୍ତମାନ ଏହା ଦେଖାଇଛନ୍ତି” ବା“କିନ୍ତୁ ବର୍ତ୍ତମାନ ଏହା ଜ୍ଞାତ କରାଇଛନ୍ତି”