Door43-Catalog_or_tn/EPH/02/19.md

2.7 KiB

ତୁମ୍ଭେମାନେ ବିଜାତୀୟ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଯେଉଁମାନେ କି ଈଶ୍ୱରଙ୍କ ପରିବାରଭୁକ୍ତ ଅଟନ୍ତି

ଏହା ବିଜାତୀୟମାନଙ୍କ ବିଶ୍ୱାସୀହେବାପରର ପୂର୍ବ ଏବଂ ପର ଆତ୍ମିକ ଅବସ୍ଥାକୁ ବର୍ଣ୍ଣନା କରୁଅଛି ସେହିପ୍ରକାରେ ଅଣନାଗରିକ ଯେପରି ଗୋଟିଏ ଦେଶର ନାଗରିକ ହୁଅନ୍ତି | (ଦେଖ: ତୁଳନାତ୍ମକ)

ଆଉ ପ୍ରବାସୀ ନୁହଁ

“ଆଉ ବାହାର ଲୋକ ନୁହଁ ”|

ଆଉ ବିଦେଶୀମାନେ

“ଆଉ ଅଣନାଗରିକମାନେ”

ଏମାନଙ୍କ ଭିତ୍ତିମୂଳ ଉପରେ ନିର୍ମିତ ହୁଏ…

ପାଉଲ, ଗୃହ ସହ ଈଶ୍ୱରଙ୍କ ପରିବାରକୁ ତୁଳନା କରନ୍ତି | ଖ୍ରୀଷ୍ଟ କୋଣର ପ୍ରଧାନ ପ୍ରସ୍ତର ସ୍ୱରୂପ ହୁଅନ୍ତି ,ପ୍ରେରିତମାନେ ଭିତ୍ତିମୂଳ ସ୍ୱରୂପ ହୁଅନ୍ତି , ଏବଂ ବିଶ୍ୱାସୀମାନେ ଗଠନ ସ୍ୱରୂପ ହୁଅନ୍ତି |(ଦେଖ: ତୁଳନାତ୍ମକ)

ତାଙ୍କ ପରିବାରର ସମଗ୍ର ଗୃହ ଏକତ୍ର ସଂଲଗ୍ନ ଏବଂ ପ୍ରଭୁଙ୍କ ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି

ପାଉଲ ଖ୍ରୀଷ୍ଟଙ୍କ ପରିବାର ସହ ଗୃହକୁ ତୁଳନା କରନ୍ତି ସେହିପରି ଜଣେ ନିର୍ମାଣକାରୀ ପଥରଗୁଡିକୁ ଗୃହ ତିଆରିରେ ସଂଯୋଗ କରନ୍ତି ସେପରି ଖ୍ରୀଷ୍ଟ ଆମ୍ଭମାନଙ୍କୁ ଏକାଠି ସଂଯୋଗ କରୁଛନ୍ତି |

ଯେଉଁଠାରେ ତୁମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ଆତ୍ମାରେ ଏକାଠି ବାସ କରିବା ନିମନ୍ତେ ତିଆରି ହେଉଅଛ

ଏହା ବର୍ଣ୍ଣନା କରେ କିପରି ବିଶ୍ୱାସୀମାନେ ଏକାଠି ଗୋଟିଏ ଜାଗାରେ ରହିବେ ଯେଉଁଠାରେ ଈଶ୍ୱର ସ୍ତିରୀକୃତ ଭାବେ ଆତ୍ମାରେ ବାସ କରିବେ ଠିକ୍ ଗୋଟିଏ ଗୃହ ଜଗତରେ ଲୋକମାନଙ୍କ ପାଇଁ ବାସସ୍ଥାନ ଅଟେ |