Door43-Catalog_or_tn/EPH/02/17.md

1.3 KiB

ସୁସମାଚାର ପ୍ରଚାରକଲେ

“ସୁସମାଚାର ଘୋଷଣାକଲେ” ବା “ସୁସମାଚାର ସ୍ୱୀକୃତକଲେ”

ସୁସମାଚର ଏବଂ ତାଙ୍କ ଶାନ୍ତି

“ଶାନ୍ତିର ସୁସମାଚାର”

ଯେଉଁମାନେ ଦୂରରେ ଥିଲେ

ଏହା ବିଜାତୀୟ ବା ଅଣଯିହୂଦୀୟମାନଙ୍କୁ ସୂଚାଏ |

ଯେଉଁମାନେ ପାଖରେ ଥିଲେ

ଏହା ଯିହୂଦୀୟମାନଙ୍କୁ ସୂଚାଏ |

ଯୀଶୁଙ୍କ ମାଧ୍ୟମରେ ଆମ୍ଭେମାନେ ଉଭୟ ଯିବା ପାଇଁ ପଥ ପାଇଅଛୁ

“ଆମେ ଉଭୟ” ଉଭୟ ପାଉଲ, ଯିହୂଦୀ ବିଶ୍ୱାସୀମାନଙ୍କୁ ଏବଂ ଅଣଯିହୂଦୀୟ ବିଶ୍ୱାସୀମାନଙ୍କୁ ସୂଚାଏ |

ଏକ ଆତ୍ମାରେ ପ୍ରବେଶକରିବାରେ ପଥ ପାଇଅଛୁ

ସମସ୍ତ ବିଶ୍ୱାସୀମାନଙ୍କୁ ଏକ ଆତ୍ମା ଦ୍ୱାରା ବା କ୍ଷମତା ପିତା ଈଶ୍ୱରଙ୍କ ନିକଟରେ ପ୍ରବେଶ କରିବା ନିମନ୍ତେ ଅଧିକାର ପାଇଅଛୁ |