Door43-Catalog_or_tn/EPH/02/13.md

3.0 KiB

କିନ୍ତୁ ବର୍ତ୍ତମାନ ଖ୍ରୀଷ୍ଟ ଯୀଶୁରେ

ପାଉଲ ଗୋଟିଏ ସୁସ୍ପଷ୍ଟ ବୈଷମ୍ୟତା ଖ୍ରୀଷ୍ଟରେ ବିଶ୍ୱସ୍ତ ଏଫିସୀୟମାନଙ୍କ ଆଗରେ ଲକ୍ଷ୍ୟ କରୁଛନ୍ତି ଏବଂ ସେମାନେ ପରେ ଖ୍ରୀଷ୍ଟରେ ବିଶ୍ୱସ୍ତ ହେଲେ |

ତୁମ୍ଭେମାନେ ଯିଏକି ଦିନେ ଈଶ୍ୱରଙ୍କଠାରୁ ବହୁ ଦୂରରେ ଥିଲ ଈଶ୍ୱରଙ୍କ ନିକଟକୁ ଅଣାଯାଇଅଛ

ବିଶ୍ୱାସୀମାନଙ୍କର ପାପଗୁଡିକ କାରଣରୁ ସେମାନେ ଈଶ୍ୱରଙ୍କଠାରୁ ଅଲଗା ଥିଲେ |ଯେପରିକି, ବର୍ତ୍ତମାନ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ସେମାନେ ଈଶ୍ୱରଙ୍କ ନିକଟକୁ ଅଣାଯାଇଅଛନ୍ତି |

ସେ ଆମର ଶାନ୍ତି ଅଟନ୍ତି

“ଯୀଶୁ ଆମକୁ ତାଙ୍କର ଶାନ୍ତି ଦିଅନ୍ତି ”

ତାଙ୍କ ଶରୀର ଦ୍ୱାରା

“କ୍ରୁଶରେ ତାଙ୍କ ମୃତ୍ୟୁ ଦ୍ୱାରା”

ଶତ୍ରୁତାର ପ୍ରାଚୀର

“ଘୃଣାର ପ୍ରାଚୀର” ବା “ମନ୍ଦ ଇଚ୍ଛା”

ପ୍ରତ୍ୟେକଙ୍କୁଠାରୁ ଆମ୍ଭମାନଙ୍କୁ ଅଲଗା କଲେ

“ଆମ୍ଭମାନଙ୍କୁ” ଉଭୟ ପାଉଲ ଏବଂ ଏଫିସୀୟମାନଙ୍କୁ ସୂଚାଏ, ଯେ ଅଣଯିହୂଦୀ ବିଶ୍ୱାସୀମାନଙ୍କଠାରୁ ଯିହୂଦୀ ବିଶ୍ୱାସୀମାନଙ୍କୁ ଅଲଗା କଲେ | (ଦେଖ: ଅନ୍ତର୍ଭୁକ୍ତ)

ସେ ବିଧିବିଧାନଯୁକ୍ତ ଏବଂ ଆଜ୍ଞାମୂଳକ ବ୍ୟବସ୍ଥାକୁ ଲୋପକଲେ

ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥା ତୃପ୍ତ କଲେ ଯେପରି ଉଭୟ ଯିହୂଦୀ ଏବଂ ଅଣଯିହୂଦୀମାନେ ତାଙ୍କଠାରେ ଶାନ୍ତିରେ ରହିପାରନ୍ତି |

ଉଭୟଲୋକମାନଙ୍କୁ ମିଳିତ କରିବାକୁ

“ଉଭୟ ଯିହୂଦୀ ଏବଂ ଅଣଯିହୂଦୀମାନଙ୍କୁ ଏକାଠି ମିଳିତ କରନ୍ତି ”

ସେମାନଙ୍କ ମଧ୍ୟରେ ଶତ୍ରୁତା ମୃତକୁ ରଖିଲେ

ଯୀଶୁ ଯିହୂଦୀ ଏବଂ ଅଣଯିହୂଦୀ ଉଭୟ ମାନଙ୍କ ପାଇଁ ଶତ୍ରୁତାର କାରଣ ଭଗ୍ନ କଲେ | ତାହା ସେମାନେ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ରହିବା ଆଉ ଦରକାର ନାହିଁ |