Door43-Catalog_or_tn/EPH/02/11.md

1.4 KiB

ଶରୀରରେ ବିଜାତିମାନେ

ଯେଉଁଲୋକମାନେ ଜନ୍ମରୁ ଯିହୂଦୀ ନ ଥିଲେ |

ଅସୁନ୍ନତ ବିଜାତିୟମାନେ

ଅଣଯିହୂଦୀମାନେ ଶିଶୁଅବସ୍ଥାରେ ସୁନ୍ନତ ନ ଥିଲେ ଏବଂ ତେଣୁ ବିଚାର ଯାଏ ଯେଉଁ ଲୋକମାନେ ଈଶ୍ୱରଙ୍କୁ ମାନୁ ନ ଥିଲେ |

ସୁନ୍ନତଟି

ଏହା ଯିହୂଦୀମାନଙ୍କ ପାଇଁ ଅନ୍ୟ ପ୍ରଥା ଥିଲା କାରଣ ସମସ୍ତ ପୁସନ୍ତାନମାନେ ଯେତେବେଳେ ସେମାନେ ୮ ଦିନର ହେଲେ ସୁନ୍ନତ ହେଲେ |

ଖ୍ରୀଷ୍ଟଙ୍କଠାରୁ ଭିନ୍ନ ହେଲେ

“ଅବିଶ୍ୱାସୀମାନେ”

ବଞ୍ଚିତ ହେଲେ

“ବିଛିନ୍ନତା” ବା “ଅନ୍ତର୍ଭୁକ୍ତ ନୁହଁ”|

ଇସ୍ରାଏଲର ନାଗରିକ

“ଇସ୍ରାଏଲର ଲୋକମାନେ” ବା “ଇସ୍ରାଏଲର ଗୋଷ୍ଠୀ”|

ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶମାନେ

“ ତୁମ୍ଭେମାନେ ଈଶ୍ୱରଙ୍କ ପ୍ରତିଜ୍ଞାଯୁକ୍ତ ନିୟମ ଜାଣିଲ ନାହିଁ ”