Door43-Catalog_or_tn/EPH/02/08.md

2.1 KiB

କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ

ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ଦୟାର କାରଣ ଅଟେ ସେ ଆମ୍ଭମାନଙ୍କ ପ୍ରତି ସମ୍ଭବ କଲେ ଯେପରି ବିଚାରଠାରୁ ମୁକ୍ତ ହେଉ ଯଦି ଆମେ ସରଳଭାବେ ଯୀଶୁଙ୍କଠାରେ ବିଶ୍ୱାସ କରୁ |

କିନ୍ତୁ ଏହା ହେଲା ନାହିଁ

ଏହି ଶବ୍ଦଟି “ଏହା” ପୂର୍ବରୁ ଫେରି ଦର୍ଶାଏ “ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ"|

ଆମ୍ଭମାନଙ୍କଠାରୁ ଆସେ

ସର୍ବନାମଟି “ ଆମ୍ଭେ” ପାଉଲ ଏବଂ ସମସ୍ତ ଏଫିସୀୟ ବିଶ୍ୱାସୀମାନଙ୍କୁ ଦର୍ଶାଏ |(ଦେଖ:ଅନ୍ତର୍ଭୁକ୍ତ)

କ୍ରିୟାକର୍ମରୁ ନୁହଁ

“ ଏହି ପରିତ୍ରାଣ ଆମ୍ଭମାନଙ୍କର କ୍ରିୟାକର୍ମରୁ ଆସିଲା ନାହିଁ”

ଆମ୍ଭେମାନେ ଈଶ୍ୱରଙ୍କ ହସ୍ତକୃତକର୍ମ, ଖ୍ରୀଷ୍ଟ ଯୀଶୁରେ ନିର୍ମିତ ଅଟୁ

“ଈଶ୍ୱର ଆମ୍ଭମାନଙ୍କୁ ତିଆରି କଲେ ଯେପରି ନୂଆ ମଣିଷରୂପେ ଖ୍ରୀଷ୍ଟ ଯୀଶୁଙ୍କ ସହ ସଂଯୁକ୍ତ ହେଲେ ” ଆମ୍ଭେମାନେ ଈଶ୍ୱରଙ୍କ ସୃଷ୍ଟିର ଗୋଟିଏ ଫଳ ଅଟୁ | ସର୍ବନାମଟି "ଆମ୍ଭେ" ପାଉଲ ଏବଂ ସମସ୍ତ ଏଫିସୀୟର ବିଶ୍ୱାସୀମାନଙ୍କୁ ବୁଝାଏ | (ଦେଖ :ଅନ୍ତର୍ଭୁକ୍ତ)

ଚାଲିବା

“ବଞ୍ଚିବା” ବା “ଅନୁକରଣ”