Door43-Catalog_or_tn/EPH/02/04.md

2.5 KiB

ଈଶ୍ୱର ଦୟାରେ ପୂର୍ଣ୍ଣ ଅଟନ୍ତି

“ଈଶ୍ୱର ଦୟାରେ ପରିପୂର୍ଣ୍ଣ ଅଟନ୍ତି” ଅଥବା “ଈଶ୍ୱର ଆମ ପ୍ରତି ବହୁ ଦୟା ଦେଖାନ୍ତି ”

କାରଣ ତାଙ୍କର ମହା ପ୍ରେମ ସହ ଯେଉଁ ପ୍ରେମରେ ସେ ଆମକୁ ପ୍ରେମ କଲେ

“କାରଣ ତାଙ୍କର ମହା ପ୍ରେମରେ ଆମକୁ ପ୍ରେମ କରନ୍ତି ” ବା “କାରଣ ଆମକୁ ବହୁଳ ପ୍ରେମ କରନ୍ତି ”

ଯେତେବେଳେ ଆମ୍ଭେମାନେ ଅପରାଧରେ ମୃତ ଥିଲୁ , ସେ ଆମକୁ ନୂଆ ଜୀବନ ଆଣିଲେ

ଏହା ଦର୍ଶାଏ କିପରି ଜଣେ ପାପପୂର୍ଣ୍ଣ ମନୁଷ୍ୟ ଈଶ୍ୱରଙ୍କ ଆଜ୍ଞାମାନିବାରେ ଅବାଧ୍ୟତା ଯେପର୍ଯ୍ୟନ୍ତ ସେ ନୂଆ ଆତ୍ମିକ ଜୀବନ ଦିଆଯାଇଛି ଠିକ୍ ଜଣେ ମୃତ ବ୍ୟକ୍ତିପରି ଶାରୀରିକରେ ଅନୁରୂପ ବ୍ୟବହାର ଦେଖାଇପାରେନା ଯେପର୍ଯ୍ୟନ୍ତ ସେ ମୃତରୁ ଉତ୍‌ଥାପିତ ହୋଇନାହିଁ |(ଦେଖ: ତୁଳନା)

ସେ ଖ୍ରୀଷ୍ଟଙ୍କ ସହ ମିଳିତରେ ଆମକୁ ନୂଆ ଜୀବନ ଦେଲେ

ଈଶ୍ୱର ଆମକୁ ଖ୍ରୀଷ୍ଟରେ ନୂଆ ଜୀବନ ଦେଇଅଛନ୍ତି |

ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ

“ ତାଙ୍କର ଆମପ୍ରତି ମହାଦୟା ହେତୁ ଈଶ୍ୱର ଆମକୁ ପରିତ୍ରାଣ ଦେଲେ |”

ଆଉ ଆମ୍ଭମାନଙ୍କୁ ମିଳିତରେ ଉର୍ଦ୍ଧ୍ୱକୁ ଉଠାଇଲେ ଏବଂ ଆମ୍ଭମାନଙ୍କୁ ସ୍ୱର୍ଗରେ ଖ୍ରୀଷ୍ଟ ଯୀଶୁଙ୍କ ସହ ଉପବେଶନ କଲେ |

ଠିକ୍ ଯେପରି ସେ ଖ୍ରୀଷ୍ଟଙ୍କୁ ଉତ୍‌ଥାପିତ କରିଅଛନ୍ତି, ସେ ଆମ୍ଭମାନଙ୍କୁ ମଧ୍ୟ ଉତ୍‌ଥାପିତ କରିବେ ଏବଂ ଖ୍ରୀଷ୍ଟଙ୍କ ସହ ସ୍ୱର୍ଗରେ ରଖିବେ |

ଆଗାମୀ ଯୁଗରେ

“ଭବିଷ୍ୟତରେ”