Door43-Catalog_or_tn/EPH/02/01.md

2.6 KiB

ଆଉ ତୁମେ ତୁମର ଅନୁପ୍ରବେଶରେ ମୃତ ହେଲ ଏବଂ ତୁମର ପାପଗୁଡିକ

ଏହା ଦର୍ଶାଏ କିପରି ପାପୀ ଲୋକ ଈଶ୍ୱରଙ୍କୁ ମାନିବା ଅକ୍ଷମ ହୁଏ ସେହିପ୍ରକାର ଗୋଟିଏ ମୃତ ବ୍ୟକ୍ତି ଶରୀରରେ ଅନୁରୂପ ବ୍ୟବହାର କରିପାରେନା | (ଦେଖ: ତୁଳନା)

ତୁମମାନଙ୍କ ଅନୁପ୍ରବେଶରେ ଏବଂ ତୁମମାନଙ୍କ ପାପଗୁଡିକ

ଏହି ବାକ୍ୟାଂଶଟି ସୂଚାଉଛି କିପରି ଉଦ୍ଦେଶ୍ୟମୂଳକଭାବେ ଈଶ୍ୱରଙ୍କ ସନ୍ତାନମାନେ ଅନାଜ୍ଞାବହ ଥିଲେ | (ଦେଖ:ଦୈତଅର୍ଥବୋଧକ)

ତୁମେ ଥରେ ଚାଲିଲେ

“ତୁମେ ଥରେ ଚାଲିଲେ”| ଏହା ସୂଚାଏ ସନ୍ତାନମାନେ କିପରି ଆଚରଣରେ ଜୀବନଯାପନ କରନ୍ତି| (ଦେଖ: ବାକ୍ୟାଂଶ)

ଏହି ଜଗତର ଯୁଗ ଅନୁସାରେ

ପ୍ରେରିତମାନେ ମଧ୍ୟ “ଜଗତ” ବ୍ୟବହାର କଲେ ସ୍ୱାର୍ଥ ବ୍ୟବହାରକୁ ବୁଝାଏ ଏବଂ ଏହି ଜଗତର ମନ୍ଦ କାମନାରେ ବଞ୍ଚି ରହୁଥିବା ଲୋକମାନେ | ଅନ୍ୟ ଭାଷାନ୍ତରରେ: “ଏହି ଜଗତର ଶାରୀରିକ ଅଭିଳାଷ ଅନୁସାରେ ବଞ୍ଚି ରହିବା ” ଅଥବା “ବର୍ତ୍ତମାନର ଏହି ଜଗତର ନୀତିଗୁଡିକ ଆଚରଣ କରିବା ”|

ବାୟୁମଣ୍ଡଳର ଅଧିପତି

ଏହା ଦୁଷ୍ଟାତ୍ମା ବା ଶଇତାନକୁ ବୁଝାଏ |

ତାହାର ଆତ୍ମା ଯିଏ

ଏହି ବାକ୍ୟାଂଶଟି “ତାହାର ଆତ୍ମା” ମଧ୍ୟ ଦୁଷ୍ଟାତ୍ମା ବା ଶଇତାନକୁ ବୁଝାଉଛି |

ଶାରୀରିକ ମନ୍ଦ ଅଭିଳାଷଗୁଡିକ ଅନୁଯାୟୀ ଅଭିନୟକଲେ , ଶାରୀରିକ ଅଭିଳାଷରେ କରୁଅଛି ଓ ମାନସିକଭାବରେ

ଏହି ଶବ୍ଦଗୁଡିକ “ଶାରୀରିକ” ଏବଂ “ମାନସିକ” ସମଗ୍ର ଶରୀରର ମୂଳଶବ୍ଦ ସୂଚକ ବ୍ୟବହାର ହୋଇଥାଏ | (ଦେଖ:ମୂଳବସ୍ତୁ ସୂଚକ)