Door43-Catalog_or_tn/EPH/01/19.md

1.5 KiB

ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କଅଣ

ଈଶ୍ୱରଙ୍କର ଶକ୍ତି ଅନ୍ୟ ସମସ୍ତ ଶକ୍ତିର ବାହାରେ |

ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ

“ତାହାଙ୍କ ମହତ ଶକ୍ତି ତାହା ଆମ୍ଭମାନଙ୍କ ପ୍ରତି କାର୍ଯ୍ୟସାଧକ ଅଟେ”

ତାହାଙ୍କ ଦକ୍ଷିଣପାର୍ଶ୍ୱରେ ଉପବେଶନ କରାଇଲେ

“ଖ୍ରୀଷ୍ଟ ଈଶ୍ୱରଙ୍କ ଦକ୍ଷିଣପାର୍ଶ୍ୱରେ ଉପବେଶନ କରାଇଲେ ”| ଏହା ସର୍ବୋତ୍କୃଷ୍ଟ ସମ୍ମାନ ଅଟେ | (ଦେଖ: ବାକ୍ୟାଂଶ)

ଏହି ଇହକାଳରେ

“ଏହି ସମୟରେ”

ପରକାଳରେ

“ଭବିଷ୍ୟତରେ”

ସମସ୍ତ ଆଧିପାତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ

ଏହିଗୁଡିକ ବିଭିନ୍ନ ଶବ୍ଦଗୁଡିକ ଅଲୌକିକ ମାନବମାନଙ୍କ ସ୍ତରଗୁଡିକର ଅଟନ୍ତି , ଉଭୟ ଦୂତ ସମ୍ବନ୍ଧୀୟ ଏବଂ ଭୂତ ସମ୍ବନ୍ଧୀୟ |ଅନ୍ୟ ଭାଷାନ୍ତରରେ: “ସମସ୍ତ ବିଭିନ୍ନ ଅଲୌକିକ ମାନବମାନଙ୍କ ଉପରେ|”