Door43-Catalog_or_tn/EPH/01/17.md

1.4 KiB

ଗୋଟିଏ ବୁଦ୍ଧିର ଆତ୍ମା ଏବଂ ତାଙ୍କର ପ୍ରକାଶିତ ଜ୍ଞାନ

“ତାଙ୍କର ପ୍ରକାଶିତକୁ ବୁଝିବା ଆତ୍ମିକ ଜ୍ଞାନ ”

ତାହା ତୁମର ହୃଦୟର ଚକ୍ଷୁଗୁଡିକ ପ୍ରସନ୍ନ କରିପାରେ

“ତୁମର ହୃଦୟର ଚକ୍ଷୁଗୁଡିକ” ଜଣକର ବୁଝିବାର ସକ୍ଷମତାନୁଯାୟୀ ଲାଭରେ ପ୍ରକାଶ କରେ | ଅନ୍ୟ ଭାଷାନ୍ତରରେ: “ତାହା ତୁମେ ବୁଝିବା କ୍ଷମତା ଲାଭ କରିପାର ” (ଦେଖ: ବାକ୍ୟାଂଶ)

ଆମର ଆହ୍ୱାନର ଭରସା

“ଆମର ଆହ୍ୱାନର ଆଶା”

ଗୌରବମୟ ଧନ ତାଙ୍କର ଅଧିକାର

“ଉତ୍ତମତା ତାଙ୍କର ଗୌରବମୟ ଅଧିକାର” ଅଥବା “ପ୍ରଚୁରତା ତାଙ୍କର ଗୌରବମୟ ଅଧିକାର”|

ଯେଉଁମାନେ କି ତାଙ୍କ ପାଇଁ ଅଲଗା ରହନ୍ତି

“ସାଧୁମାନଙ୍କ ମଧ୍ୟରେ”| ଏହା ମାନସିକ ସ୍ତରରେ ଅନିନ୍ଦନୀୟ, ଉତ୍ସର୍ଗୀତ ଏବଂ ପବିତ୍ର ଅନ୍ତଃର୍ଗତ |