Door43-Catalog_or_tn/EPH/01/13.md

2.5 KiB

ଏହା ଖ୍ରୀଷ୍ଟଙ୍କଦ୍ୱାରା ଥିଲା ଯେ ତୁମେ ମଧ୍ୟ ସତ୍ୟର ବାକ୍ୟ ଶୁଣିଲ

ଅନ୍ୟ ଭାଷାରେ: “ଏହା ଖ୍ରୀଷ୍ଟଙ୍କୁ ବିଶ୍ୱାସ ମାଧ୍ୟମରେ ଯେ ତୁମେ ଶୁଣିଲ ଯେପରି ତୁମ୍ଭେମାନେ ତାଙ୍କ ଦ୍ୱାରା ଉଦ୍ଦାର ହେଲ ”

ଖ୍ରୀଷ୍ଟଙ୍କଦ୍ୱାରା ତୁମ୍ଭମାନଙ୍କର ପରିତ୍ରାଣର ସୁସମାଚାର

“ଖ୍ରୀଷ୍ଟଙ୍କହିଁ ତୁମ୍ଭମାନଙ୍କର ପରିତ୍ରାଣର ସୁସମାଚାର”

ଯାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ବିଶ୍ୱାସ କରିଅଛ “ଏବଂ ତୁମ୍ଭେମାନେ ମଧ୍ୟ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛ ”

ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞାସହ ମୁଦ୍ରାଙ୍କିତ କଲେ ଯେପରି ଚିଠିରେ ମହମ ମୁଦ ଦେଲେ ଏବଂ ଚିହ୍ନସହ ସୂଚୀତ କରି ପ୍ରଭାବିତ କରେ ଯିଏ ଚିଠିଟି ପଠାଇଛନ୍ତି , ଈଶ୍ୱର ଆମ୍ଭମାନଙ୍କର ପରିତ୍ରାଣ ପବିତ୍ର ଆତ୍ମାଙ୍କ ସହିତ ମୁଦ୍ରାଙ୍କିତ କଲେ ଆମ୍ଭମାନଙ୍କ ଉପରେ ତାଙ୍କର ସ୍ୱତ୍ୱାଧିକାରକୁ ଚିହ୍ନିତ କରେ | (ଦେଖ: ତୁଳନା)

ଆତ୍ମା ସ୍ଥାୟିତ୍ୱ ଅଟନ୍ତି

“ପବିତ୍ର ଆତ୍ମା ଗୋଟିଏ ପ୍ରତିଜ୍ଞା ଅଟନ୍ତି |” ଈଶ୍ୱର ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଅନନ୍ତ ଜୀବନର ଦାନ ଗୋଟିଏ ପ୍ରତିଜ୍ଞା ରୂପେ ଠିକଣା ସମୟରେ ଦେଲେ |

ସ୍ୱତ୍ୱାଧିକାରର ଆମର ପରିତ୍ରାଣ

ଈଶ୍ୱର ଆମ୍ଭମାନଙ୍କୁ ତାଙ୍କର ନିଜ ଲୋକ କରିବା ପାଇଁ କିଣିଛନ୍ତି |ଅନ୍ୟ ଭାଷାନ୍ତରରେ: “ତାହା, ସେହି ଈଶ୍ୱର ଆମ୍ଭମାନଙ୍କୁ କ୍ଷମା କରନ୍ତି ଏବଂ ତାଙ୍କର ଯେପରି ନିଜ ଲୋକ କରି ଗ୍ରହଣ କରନ୍ତି |”