Door43-Catalog_or_tn/EPH/01/11.md

1.3 KiB

ଆମେ ମନୋନୀତ ହେଲୁ

“ ଆମେ ଈଶ୍ୱରଙ୍କ ଅଧିକାରପ୍ରାପ୍ତ ପାଇବା ପାଇଁ ନିରୂପିତ ହେଲୁ ” ଅବା “ଆମେ ଈଶ୍ୱରଙ୍କ ଅଧିକାରପ୍ରାପ୍ତ ପାଇବା ପାଇଁ ମନୋନୀତ ହେଲୁ”

ଆମେ ମନୋନୀତ ହେଲୁ…ଆମେ ଯିଏକି ପ୍ରଥମ ଥିଲୁ

ପଦଟି “ଆମେ” ସୂଚୀତ କରେ ବର୍ତ୍ତମାନ ପାଉଲ, ତାଙ୍କ ଖ୍ରୀଷ୍ଟରେ ପ୍ରିୟ ଭାଇମାନେ କିନ୍ତୁ ଅନ୍ୟଜାତିର ନୁହଁ (ଅଣଯିହୂଦୀ) ବିଶ୍ୱାସୀମାନେ |(ଦେଖ: ବହିଃର୍ଗତ)

ଜଣଙ୍କର ଯୋଜନା

“ଈଶ୍ୱରଙ୍କର ଯୋଜନା”

ତାଙ୍କ ଇଚ୍ଛାର ଉଦ୍ଦେଶ୍ୟ

“ଈଶ୍ୱରଙ୍କ ଇଚ୍ଛାର ଉଦ୍ଦେଶ୍ୟ”

ଆମେ ଯିଏକି ପ୍ରଥମ ଥିଲୁ

ପାଉଲ ଅନ୍ୟଜାତିର ଲୋକମାନଙ୍କୁ (ଅଣଯିହୂଦୀମାନଙ୍କୁ) ତାଙ୍କର ବ୍ୟବହାରରୁ ଦୂରେଇ ରଖିବା “ଆମେ” |