Door43-Catalog_or_tn/EPH/01/07.md

982 B

ତାଙ୍କର ପ୍ରିୟଜନ

“ଈଶ୍ୱରଙ୍କଠାରେ ପ୍ରିୟଜନ,ଯୀଶୁ ଖ୍ରୀଷ୍ଟ”

ଆମ୍ଭେମାନେ ମୁକ୍ତ ହେଇଅଛୁ

“ଆମ୍ଭେମାନେ ସମସ୍ତ ବିଶ୍ୱାସୀମାନଙ୍କୁ ସୂଚୀତ କରାଏ | (ଦେଖ: ଅର୍ନ୍ତଭୁକ୍ତ)

ତାଙ୍କ ଅନୁଗ୍ରହରେ ପ୍ରଚୁର

“ଈଶ୍ୱରଙ୍କ ଅନୁଗ୍ରହର ଉତ୍ତମତା ” ବା “ଈଶ୍ୱରଙ୍କ ଅନୁଗ୍ରହର ପ୍ରଚୁରତା”

ସମସ୍ତ ଜ୍ଞାନ ଏବଂ ବୁଦ୍ଧିରେ

ଈଶ୍ୱର ବିଶ୍ୱାସୀମାନଙ୍କୁ ବିଶିଷ୍ଟ ଜ୍ଞାନ ଏବଂ ବୁଦ୍ଧି ପ୍ରଚୁର କରିଅଛନ୍ତି ଅନ୍ୟ ଭାଷାନ୍ତରରେ “ଅଧିକ ଜ୍ଞାନ ଏବଂ ବୁଦ୍ଧି |”