Door43-Catalog_or_tn/COL/04/15.md

1.6 KiB

ଭାଇମାନଙ୍କୁ ନମସ୍କାର ଜଣାଅ

“ସହ ବିଶ୍ଵାସୀମାନଙ୍କୁ ନମସ୍କାର ଜଣାଅ”

ଲାଓଦିକିଆରେ ଥିବା

ଲାଓଦିକିଆର ଗୋଟିଏ ସହର ଯାହା କଲସୀୟ ମଣ୍ଡଳୀର ଅତି ନିକଟରେ ଥିଲା |

ନୁମ୍ଫା ଓ ତାଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ

ଲାଓଦିକିଆର ଜଣେ ମହିଳା "ନୁମ୍ଫା ଯେ କି ଆପଣା ଗୃହରେ ଏକ ମଣ୍ଡଳୀ ହେଉଥିଲା ଏବଂ ସେଠାରେ ସମସ୍ତେ ଏକତ୍ର ହେଉଥିଲେ ”| (ଇଉଡିବି)

ତୁମ୍ଭମାନଙ୍କ ମଧ୍ୟରେ ଏହି ପତ୍ର ପଠିତ ହେଉ

“ତୁମ୍ଭମାନଙ୍କ କହିଲେ କଲସୀୟର ବିଶ୍ୱାସୀମାନଙ୍କୁ ବୁଝାଏ |

ଆର୍ଖିପ୍ପଙ୍କୁ କୁହ, ତୁମ୍ଭେ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ, ତାହା ସମ୍ପନ୍ନ କରିବାକୁ ସାବଧାନ ହୋଇଥାଅ” |

ପାଉଲ ଆର୍ଖିପ୍ପଙ୍କୁ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ, ତାହା ସମ୍ପନ୍ନ କରିବାକୁ ସାବଧାନ ହେବ ନିମନ୍ତେ ସ୍ମରଣ କରାଉଅଛନ୍ତି |