Door43-Catalog_or_tn/COL/04/12.md

2.5 KiB

ଏପାଫ୍ରା

ଏପାଫ୍ରା ମଧ୍ୟ ଜେଣେ ବ୍ୟକ୍ତି ଯେ କି କଲସୀୟମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିଥିଲେ (୧:୭ ଦେଖନ୍ତୁ)

ତୁମ୍ଭମାନଙ୍କ ମଧ୍ୟରୁ ଜଣେ

“ତୁମ୍ଭମାନଙ୍କ ସହରରୁ” ବା “ତୁମ୍ଭମାନଙ୍କ ନିଜ ସହରରୁ” (ଇଉଡିବି)

ସେ ତ ଖ୍ରୀଷ୍ଟ ଯୀଶୁଙ୍କର ଦାସ

“ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସମର୍ପିତ ଶିଷ୍ୟ ଅଟେ”

ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ସର୍ବଦା ପ୍ରାଣପଣ କରୁଅଛନ୍ତି

“ବିଶ୍ଵସ୍ତତାର ସହିତ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି”

ଯେପରି ତୁମ୍ଭେମାନେ ସିଦ୍ଧ ଓ ଈଶ୍ୱରଙ୍କ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରୁହ

“ଯେପରି ତୁମ୍ଭେମାନେ ସିଦ୍ଧ ଓ ସୁନିଶ୍ଚିତ ରୁହ”

ତାଙ୍କ ପକ୍ଷରେ ମୁଁ ଏହି ସାକ୍ଷ୍ୟ ଦେଉଅଛି ଯେ ସେ ତୁମ୍ଭମାନଙ୍କ ନିମନ୍ତେ କଠିନ ପରିଶ୍ରମ କରନ୍ତି I

“ମୁଁ ଏହା ଦେଖିଅଛି ଯେ ସେ ତୁମ୍ଭମାନଙ୍କ ନିମନ୍ତେ କଠିନ ପରିଶ୍ରମକରନ୍ତି|” (ଇଉଡିବି)

ଲାଓଦିକିଆରେ ଥିବା ଭାଇମାନଙ୍କୁ

ଲାଓଦିକିଆର ସହରରେ ଥିବା ମଣ୍ଡଳୀ |ଲାଓଦିକିଆ କଲସୀୟର ଅତି ନିକଟରେ ଥିଲା |

ହିଏରାପଲ୍ଲୀରେ ଥିବା ଭାଇମାନଙ୍କୁ

ହିଏରାପଲ୍ଲୀରେ ଥିବା ମଣ୍ଡଳୀ |ହିଏରାପଲ୍ଲୀ କଲସୀୟର ଅତି ନିକଟରେ ଥିଲା |

ଏବଂ ଦିମା

ପାଉଲାଙ୍କ ସହିତ ଆଉଜଣେ ସହକର୍ମୀ |

ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛି

“ତୁମ୍ଭମାନଙ୍କୁ ନମସ୍କାର”