Door43-Catalog_or_tn/COL/04/10.md

1.4 KiB

ଆରିସ୍ତାର୍ଖ

ସେ ପାଉଲଙ୍କ ସହିତ ଏଫିସୀୟରେ ବନ୍ଦୀ ହୋଇ ଥିଲେ ଯେତେବେଳେ ପାଉଲ କଲସୀୟ ମଣ୍ଡଳୀକୁ ଏହି ପତ୍ର ଲେଖିଲେ |

“ଯଦି ସେ ଆସନ୍ତି

“ଯଦି ମାର୍କ ଆସନ୍ତି”

ଯୁସ୍ତ ନାମରେ ଖ୍ୟାତ ଯୀଶୁ

ଏହି ବ୍ୟକ୍ତି ମଧ୍ୟ ପାଉଲଙ୍କ ସହିତ କାର୍ଯ୍ୟ କରୁଥିଲେ |

ସୁନ୍ନତିମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ

“ଯିହୂଦୀମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଯୀଶୁଙ୍କ ଦ୍ଵାରା ସୁସମାଚାର ଘୋଷଣା କରିବାନିମନ୍ତେ ମୋହର ସହକର୍ମୀ ଅଟନ୍ତି |” (ଇଉଡିବି)

ସୁନ୍ନତିମାନଙ୍କ ମଧ୍ୟରୁ କେବଳ ଏମାନେ

“ଆରିସ୍ତାର୍ଖ, ମାର୍କ ଏବଂ ଯୁସ୍ତ ଏମାନେ ହିଁ କେବଳ ସୁନ୍ନତିମାନଙ୍କ ମଧ୍ୟରୁ ଥିଲେ |"