Door43-Catalog_or_tn/COL/04/07.md

3.0 KiB

ମୋହର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବି

“ ମୋ ପ୍ରତି ଘଟି ଥିବା ସମସ୍ତ ଘଟଣା ଓ ମୋହର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବି” (ଦେଖ: ଇଉଡିବି)

ତୁମ୍ଭମାନଙ୍କୁ ଜଣାଇବେ

“ତୁମ୍ଭମାନଙ୍କୁ” ଶବ୍ଦଟି କଲସୀୟର ବିଶ୍ୱାସୀମାନଙ୍କୁ ବୁଝାଏ |

ମୋହର ସମସ୍ତ ବିଷୟ

ଏହି ସଜ୍ଞା ପାଉଲଙ୍କୁ ବର୍ଣ୍ଣନା କରେ |

ସହ

ଦାସ ଯଦ୍ୟପି ପାଉଲ ଜଣେ ସ୍ଵାଧୀନ ଲୋକ, ତଥାପି ନିଜକୁ ଖ୍ରୀଷ୍ଟଙ୍କ ଜଣେ ଦାସ ଏବଂ ସେ ତୁଖିକଙ୍କୁ ଆପଣ "ସହଦାସ" ଭାବରେ ଦେଖନ୍ତି |

ଆମ୍ଭମାନଙ୍କ ଅବସ୍ଥା ବିଷୟରେ ଜଣାଇବେ

“ଆମ୍ଭମାନଙ୍କ” ଶବ୍ଦଟି କଲସୀୟର ବିଶ୍ୱାସୀମାନଙ୍କୁ ନୁହେଁ କିନ୍ତୁ ପାଉଲ ଏବଂ ଆପଣା ସହ ଦାସ ବିଷୟରେ ବୁଝାଏ |

ତୁମ୍ଭମାନଙ୍କ ହୃଦୟ ତାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ

“ତୁମ୍ଭମାନଙ୍କ ହୃଦୟ” ଜଣେ ବ୍ୟକ୍ତିଙ୍କ ପାଇଁ ଉତ୍ସାହ ଅଟେ “ତୁମ୍ଭମାନଙ୍କୁ ଉତ୍ସାହ କରନ୍ତୁ” (ଦେଖ:ସିନେକଡୋକ)

ଅନୀସିମ

ଅନୀସିମ କଲସୀୟସ୍ଥିତ ଫିଲୀମୋନଙ୍କର ଦାସ ଥିଲେ| ସେ ଫିଲୀମୋନଙ୍କଠାରୁ କିଛି ପଇସା ଚୋରୀ କରି ରୋମକୁ ପଳାୟନ କରି ପାଉଲଙ୍କ ଶିକ୍ଷାରେ ଖ୍ରୀଷ୍ଟିୟାନ ହୋଇଥିଲେ | ବର୍ତ୍ତମାନ ତୁଖିକ ପାଉଲଙ୍କ ପତ୍ରକୁ କଲସୀୟ ମଣ୍ଡଳୀ ନିକଟକୁ ଆଣୁଅଛନ୍ତି |

ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଓ ଭ୍ରାତା,

ପାଉଲ ଅନୀସିମଙ୍କୁ ସହ ଖ୍ରୀଷ୍ଟିୟାନ ଏବଂ ଖ୍ରୀଷ୍ଟଙ୍କଠାରେ ସହ କର୍ମୀ ବୋଲି କହନ୍ତି |

ସେମାନେ ତୁମ୍ଭମାନଙ୍କୁ ଜଣାଇବେ

“ତୁଖିକ ଏବଂ ଫିଲୀମୋନ ତୁମ୍ଭମାନଙ୍କୁ ଜଣାଇବେ”

ତାହା ଏଠାରେ ସେମାନେ କହିବେ

ସେମାନେ କଲସୀୟର ବିଶ୍ୱାସୀମାନଙ୍କୁ ଜଣାଇବେ ଯାହାକିଛି ମୁଁ କରିଅଛି | ସେତେବେଳେ ପାଉଲ ରୋମ‌୍‌ରେ ଗୃହ ଗିରଫ ହୋଇ ବା ବନ୍ଦୀ ହୋଇ ଥିଲେ |