Door43-Catalog_or_tn/COL/04/05.md

1.3 KiB

ବୁଦ୍ଧି ସହ ଆଚରଣ କର

“ବୁଦ୍ଧିମାନ ହୁଅ”.

ବାହାରର ଲୋକମାନଙ୍କ ନିକଟରେ

“ଯେଉଁମାନେ ବିଶ୍ଵାସୀ ନୁହନ୍ତି”.

ତୁମ୍ଭେମାନେ ସୁଯୋଗର ସଦବ୍ୟବହାର କର

" ତୁମ୍ଭେମାନେ" ଶବ୍ଦଟି କଲସୀୟର ବିଶ୍ୱାସୀମାନଙ୍କୁ ବୁଝନ୍ତି |

ତୁମ୍ଭମାନଙ୍କର ସମୟକୁ ସଦବ୍ୟବହାର କର

“ଯାହା ତୁମେ କରୁଛ ତାହା ପ୍ରତି ବୁଦ୍ଧିମାନ ହୁଅ”

ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ତୁମ୍ଭମାନଙ୍କ ବାକ୍ୟ ଲବଣରେ ସ୍ୱାଦଯୁକ୍ତ ହେଉ

“ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ତୁମ୍ଭମାନଙ୍କ ବାକ୍ୟ ଲବଣରେ ସ୍ୱାଦଯୁକ୍ତ ହେଉ”

କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର

“ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କିପରି କାହାକୁ ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର” |