Door43-Catalog_or_tn/COL/04/02.md

1.9 KiB

ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ

“ଏକାଗ୍ରଭାବେ ପ୍ରାର୍ଥନାରେ ବିଶ୍ଵସ୍ତ ରୁହ” ବା “ନିରନ୍ତର ପ୍ରାର୍ଥନାରେ ଲାଗିରୁହ |”

ଆମ୍ଭମାନଙ୍କ ନିମନ୍ତେ ମଧ୍ୟ

"ଆମ୍ଭମାନଙ୍କ" ଶବ୍ଦଟି ପାଉଲ ଓ ତୀମଥିଙ୍କୁ ବୁଝାଏ ଏହା କଲସୀୟର ବିଶ୍ୱାସୀମାନଙ୍କୁ ନୁହେଁ |

ଈଶ୍ୱର ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାନ୍ତି

ଏହା ଏକ ଲୋକକ୍ତି ଯେ, ଈଶ୍ୱର ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାନ୍ତି ଏହାର ଏକ ସୁଯୋଗ” ଲୋକକ୍ତି : ଦେଖନ୍ତୁ)

ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ ତତ୍ତ୍ୱ

ଯୀଶୁ ଖ୍ରୀଷ୍ଟଙ୍କର ସମ୍ବାଦ ତାହାଙ୍କ ଆଗମନ ପୂର୍ବରୁ ବୁଝିପାରୁ ନଥିଲେ |

ବାକ୍ୟ ନିମନ୍ତେ ମୁଁ ବନ୍ଦୀ ଅଟେ

“ଏହା ଯୀଶୁ ଖ୍ରୀଷ୍ଟଙ୍କର ସମ୍ବାଦକୁ ଘୋଷଣା କରିବା ଅଟେ ଜଣେ ବନ୍ଦୀ ଭାବରେ”

ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ତାହା ଉଚିତ ମତେ କଥା କହି ପ୍ରକାଶ କରି ପାରେ

“ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ଯୀଶୁ ଖ୍ରୀଷ୍ଟଙ୍କର ସମ୍ବାଦ ସ୍ପଷ୍ଟଭାବରେ ପ୍ରଚାର କରିପାରିବି"|