Door43-Catalog_or_tn/COL/03/18.md

1.3 KiB

ହେ ଭାର୍ଯ୍ୟାମାନେ ବଶୀଭୂତା ହୁଅ

“ଭାର୍ଯ୍ୟାମାନେ ଆଜ୍ଞାବହ ହୁଅ”.

ଏହା ସନ୍ତୋଷଜନକ ବ୍ୟବହାର

“ ଏହା ସନ୍ତୋଷଜନକ” ବା “ ଏହା ଉଚିତ”|

ତିକ୍ତ ବ୍ୟବହାର କରନ୍ତୁ ନାହିଁ

“କଠୋର ବ୍ୟବହାର କରନ୍ତୁ ନାହିଁ ” ବା “କାହା ପ୍ରତି କ୍ରୋଧ କରନ୍ତୁ ନାହିଁ” |

ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର | “ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର ଯେତେବେଳେ ତୁମ୍ଭେ ଆପଣା ପିତା ମାତାଙ୍କର ଆଜ୍ଞାବହ ହୁଅ ”| (ବାକ୍ୟରେ ଶବ୍ଦର ଲୋପକୁ : ଦେଖନ୍ତୁ )

ସନ୍ତାନମାନଙ୍କୁ ବିରକ୍ତ କର ନାହିଁ

“ସନ୍ତାନମାନଙ୍କୁ ତୀବ୍ରତର କର ନାହିଁ” ବା “ସନ୍ତାନମାନଙ୍କୁ ଉତ୍ତେଜିତ କରନ୍ତୁ ନାହିଁ”|