Door43-Catalog_or_tn/COL/03/15.md

1.3 KiB

ତୁମ୍ଭମାନଙ୍କ ହୃଦୟରେ ରାଜତ୍ତ୍ୱ କରୁ

“ତୁମ୍ଭମାନଙ୍କ ହୃଦୟ ଉପରେ ଅଧିକାର ରଖ”.

ତୁମ୍ଭମାନଙ୍କ ହୃଦୟରେ

"ତୁମ୍ଭେ" ଶବ୍ଦଟି କଲସୀୟର ବିଶ୍ୱାସୀମାନଙ୍କୁ ବୁଝାଏ|

ତୁମ୍ଭମାନଙ୍କଠାରେ ବାସ କରୁ

“ତୁମ୍ଭମାନଙ୍କଠାରେ ବାସ କରୁ” ବା “ତୁମ୍ଭମାନଙ୍କ ସହିତ ରହୁ”

ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା

“ପରସ୍ପରକୁ ସତର୍କ କରାଅ”

ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର

“ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ଈଶ୍ଵରଙ୍କର ପ୍ରଶଂସା କର”

ଧନ୍ୟବାଦର ହୃଦୟ

“କୃତଜ୍ଞ ହୃଦୟ”

ତାହାଙ୍କ ଦ୍ଵାରା

“ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା”