Door43-Catalog_or_tn/COL/03/12.md

3.1 KiB

କୋମଳ ହୃଦୟ, ଦୟା ଧାରଣ କରନ୍ତୁ …

ଜଣେ ବ୍ୟକ୍ତି ପ୍ରସ୍ତୁତ ହେବା ପାଇଁ ବସ୍ତ୍ର ପରିଧାନ କରେ ସେହି ପ୍ରକାରେ ବିଶ୍ୱାସୀମାନଙ୍କୁ ଦୟା ଓ କୋମଳତାକୁ ପରିଧାନକରି ପରସ୍ପର ପ୍ରତି ଉତ୍ତମ ବ୍ୟବହାର କରିବା ଉଚିତ | (ଅଳଙ୍କାର : ଦେଖନ୍ତୁ)

ତେଣୁ ପରିଧାନ କରନ୍ତୁ

“ସେଥିନିମନ୍ତେ” ପ୍ରବଚନ ଦ୍ଵାରା କାର୍ଯ୍ୟ ବା ବ୍ୟବହାରର ବିଶେଷ ପରିବର୍ତ୍ତନ ଆସେକି ଯାହା ଶିକ୍ଷା ବା ଅଧିକ ପ୍ରବଚନ ଠାରୁ ହୋଇଥାଏ |
(ପ୍ରବଚନର ସୂଚନା : ଦେଖନ୍ତୁ)

ଈଶ୍ୱରଙ୍କ ମନୋନୀତ ଭାବରେ

ପବିତ୍ର ଏବଂ ପ୍ରିୟପାତ୍ର “ଯେପରି ଈଶ୍ଵରଙ୍କର ଅତିପ୍ରିୟ ଓ ପ୍ରେମର ମନୋନୀତ ଲୋକ"| (ସକ୍ରିୟ ଓ ନିଷ୍କ୍ରିୟ : ଦେଖନ୍ତୁ)

କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା ପରିଧାନ କର

“ ଆନ୍ତରିକ ପୁରୁଷ ଯାହା ଦୟାରେ ପୂର୍ଣ୍ଣ ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା |

ଦୟାରେ ପୂର୍ଣ୍ଣ ହୃଦୟ

“ଦୟାଳୁ ହୃଦୟ” ବା “ଚିନ୍ତାଶୀଳ ହୃଦୟ”

ଦୟାଳୁ

“ଉତ୍ତମତା” ବା “ମୃଦୁତା”

କୋମଳତା

“ମନର ନମ୍ରତା” ବା “ମନର କୋମଳତା" ବା “ନୂତନତା”

ମୃଦୁତା

“ଭଦ୍ରତା” |ବାହାରେ ଅନୁଭବ କରୁଥିବା ପ୍ରକାଶଠାରୁ ମଧ୍ୟ ଈଶ୍ୱରଙ୍କ ପ୍ରତି ନୀରବତାର ମନ |

ଧେର୍ଯ୍ୟ

“ଧେର୍ଯ୍ୟ” ବା “ ଦୀର୍ଘସହିଷ୍ଣୁତା” ବା “ଆତ୍ମସଂଯମ”

ପରସ୍ପର ପ୍ରତି ସହନଶୀଳ ହୁଅ

ପ୍ରେମ ଓ ଏକାଥରେ ଏକତ୍ର କାର୍ଯ୍ୟ କରିବା | "ପରସ୍ପର ସହିତ ସହନଶୀଳ ହେବ ବୋଲି ମଧ୍ୟ ଅନୁବାଦ କରାଯାଏ |"

କାହାରି ବିରୁଦ୍ଧରେ କୌଣସି କଥା ଥାଏ

“ବିରୁଦ୍ଧରେ ଅଭିଯୋଗ” (ସାରାଂଶର ସଜ୍ଞା : ଦେଖନ୍ତୁ)

ପ୍ରେମକୁ ଧାରଣ କର

“ପ୍ରେମକୁ ପରିଧାନ କର”

ଯାହାକୁ ସିଦ୍ଧତାର ବନ୍ଧନ କୁହାଯାଏ

“ଯାହା ସିଦ୍ଧତାରେ ଆମକୁ ବାନ୍ଧିରଖେ” ବା “ଯାହା ଏକାତାରେ ଆମକୁ ବାନ୍ଧିରଖେ”