Door43-Catalog_or_tn/COL/03/09.md

2.6 KiB

ପରସ୍ପର ମିଥ୍ୟା କୁହ ନାହିଁ

ତୁମ୍ଭେ ଶବ୍ଦଟି କଲସୀୟର ବିଶ୍ୱାସୀମାନଙ୍କୁ ବୁଝାଏ

ତୁମ୍ଭେମାନେ ତ ପୁରାତନ ସ୍ୱଭାବ ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବପରିଧାନ କରିଅଛ

ଏହି ଅଳଙ୍କାର ଏପ୍ରକାର ବର୍ଣ୍ଣନାକରେ ଖ୍ରୀଷ୍ଟିୟାନମାନେ ମନ୍ଦ ବ୍ୟବହାରକୁ ପରିତ୍ୟାଗ କରି ଈଶ୍ୱରପରାୟଣ ହେବା ବିଷୟରେ କୁହେ ଯାହା ପୁରୁଣା କପଡା କାଢ଼ିଦେଇ ନୂତନ ବସ୍ତ୍ର ପରଧାନ କରିବା ଅଟେ |(ଅଳଙ୍କାର : ଦେଖନ୍ତୁ)

ତାହାଙ୍କ ପ୍ରତିମୂର୍ତ୍ତି

ଏହା ଖ୍ରୀଷ୍ଟଙ୍କର ପ୍ରତିରୂପ | (ଅଳଙ୍କାର : ଦେଖନ୍ତୁ)

ତାହାଙ୍କ ପ୍ରତିମୂର୍ତ୍ତିର ଜ୍ଞାନ

ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଏବଂ ବୁଝିବା ଅଟେ |

ଏପରି ସ୍ଥଳେ ଗ୍ରୀକ୍‍ ଓ ଯିହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ

ଏହା ଏପ୍ରକାର କହନ୍ତି ଯେ, ଈଶ୍ଵର କୌଣସି ଜାତି ଧର୍ମ, ବ୍ୟକ୍ତି କି ଦେଶ ବା ସାମାଜିକ ସ୍ତରକୁ ଦେଖନ୍ତି ନାହିଁ | ଏହି ପ୍ରକାର ମଧ୍ୟ ଅନୁବାଦ କରାଯାଇପାରେ କୌଣସି ଜାତି ଧର୍ମ, ବ୍ୟକ୍ତି କି ଦେଶ ବା ସାମାଜିକ ସ୍ତରକୁ ଦେଖନ୍ତି ନାହିଁ |

ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି ସମସ୍ତଙ୍କଠାରେ ବାସ କରନ୍ତି

ଖ୍ରୀଷ୍ଟଙ୍କ ବିହୁନେ ବା ଖ୍ରୀଷ୍ଟଙ୍କ ବାହାରେ କିଛି ହିଁ ଦଶକରେ ନାହିଁ | ଏହି ପ୍ରକାର ମଧ୍ୟ କୁହାଯାଇପାରେ ଖ୍ରୀଷ୍ଟଙ୍କ ହିଁ ସଂପୂର୍ଣ୍ଣ ଗୁରୁତ୍ଵ ପୂର୍ଣ୍ଣ |"