Door43-Catalog_or_tn/COL/03/05.md

2.8 KiB

ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ ଏହିସବୁ ପ୍ରତି ମୃତ ହୁଅ

ଅଳଙ୍କାର ରୂପରେ ତୁଳନା କଲେ ଯେପରି ପାପପୂର୍ଣ୍ଣ ସ୍ଵଭାବକୁ ସଂପୂର୍ଣ୍ଣ ଭାବରେ ଶେଷ କରାଯାଏ ଠିକ ସେହିପରି ଜଣେ ମନ୍ଦ ବ୍ୟକ୍ତି ମରିଯାଏ | (ଅଙ୍ଗପ୍ରତ୍ୟଙ୍ଗର: ଦେଖନ୍ତୁ)

ଅଶୁଚିତା

“ଅଶୁଚିତାର ବ୍ୟବହାର”

ଆବେଗ

“ଅଭିଳାଷର ଶକ୍ତ ଇଚ୍ଛା”

ଏବଂ ଲୋଭ ଯାହା ମୂର୍ତ୍ତି ପୂଜା “ଏବାଂ ଲୋଭ, ଯାହା ମୂର୍ତ୍ତି ପୂଜା ସହିତ ସମାନ ଅଟେ” ବା “ଏବଂ ଲୋଭ କରନ୍ତୁ ନାହିଁ ଯାହା ମୂର୍ତ୍ତି ପୂଜା ସହିତ ସମାନ ଅଟେ |"

(ଇଉଡିବି)

ଏହିସବୁ ହେତୁରୁ ଅବାଧ୍ୟତାର ସନ୍ତାନ ଗଣ ପ୍ରତି ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ

“ଈଶ୍ୱରଙ୍କ କ୍ରୋଧ ଅବିଶ୍ୱାସୀମାନଙ୍କ ପ୍ରତି ଘଟେ ଯେଉଁମାନେ ଏପ୍ରକାର କାର୍ଯ୍ୟ କରନ୍ତି |” (ସକ୍ରିୟ ଓ ନିଷ୍କ୍ରିୟ: ଦେଖନ୍ତୁ)

ପୂର୍ବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟରେ ଆସକ୍ତ ଥାଇ ସେହିପ୍ରକାରେ ଆଚରଣ କରୁଥିଲ

“ ପୂର୍ବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟରେ ସକ୍ରିୟ ଭାବରେ ଆସକ୍ତ ଥିଲା |”(ସକ୍ରିୟ ଓ ନିଷ୍କ୍ରିୟ: ଦେଖନ୍ତୁ)|

କ୍ରୋଧ

“ହିଂସା”

ରାଗ

“କ୍ରୋଧ”

ମନ୍ଦ ଅଭିପ୍ରାୟ

“ମନ୍ଦ କର୍ମ କଋବ ପାଇଁ ନିଶ୍ଚିତ ହେବା | ଏହି ପ୍ରକାର ମଧ୍ୟ ଅନୁବାଦ କରା ଯାଇପାରେ "ହୃଦୟର ଦୁସ୍ଥତା ଜୀବନ ଓ ଚରିତ୍ର ଅଟେ |”

ଅପମାନ

“ନିନ୍ଦକ” ବା “ଈଶ୍ୱର ନିନ୍ଦା” ବା “ଅପବାଦକ |” ଏହି ଶବ୍ଦ ବ୍ୟବହାର କରି ଅନ୍ୟକୁ ବଧ ଦେବା ବା ନୀଚ ଦେଖାଇବା ଅଟେ |

ଲଜ୍ୟାଜନକ ଭାଷା

"ଘୃଣ୍ୟ ଭାଷା ଭାବରେ ମଧ୍ୟ ଅନୁବାଦ କରାଯାଇପାରେ |”