Door43-Catalog_or_tn/COL/03/01.md

1.9 KiB

ଖ୍ରୀଷ୍ଟଙ୍କ ସହିତ ଈଶ୍ୱର ତୁମ୍ଭମାନଙ୍କୁ ଉତ୍ଥିତ କରିଅଛନ୍ତି

ଏହି ଅଳଙ୍କାର କଲସୀୟର ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ତୁଳନା କରେ |ଯେପରି ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇଅଛନ୍ତି ସେହିପରି ଈଶ୍ୱର ସେମାନଙ୍କୁ ମଧ୍ୟ ଉଠାଇଅଛନ୍ତି ବୋଲି ଗଣନା କରନ୍ତି | (ଅଳଙ୍କାର : ଦେଖନ୍ତୁ)

ତୁମ୍ଭେମାନଙ୍କୁ ଉତ୍ଥିତ କରିଅଛନ୍ତି

“ତୁମ୍ଭେ” ଶବ୍ଦଟି କଲସୀୟର ବିଶ୍ୱାସୀମାନଙ୍କୁ ବୁଝାଏ|

ଉର୍ଦ୍ଧସ୍ଥାନ ବିଷୟସବୁ

“ସ୍ଵର୍ଗୀୟ ବିଷୟସବୁ ”ବା “ଈଶ୍ଵରୀୟ ବିଷୟସବୁ ”.

ପୃଥିବୀରେ କଣଅଛି

“ପୃଥିବୀର ବିଷୟସବୁ ” ବା “ପାର୍ଥିବ ବିଷୟରେ ”.

କାରଣ ତୁମ୍ଭେମାନେ ମରିଅଛ

ଏହି ଅଳଙ୍କାର କଲସୀୟର ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ତୁଳନା କରେ |ଯେପରି ଖ୍ରୀଷ୍ଟପ୍ରକୃତରେ ମାଲେ ତାହା ସେମାନଙ୍କୁ ମଧ୍ୟ ଖ୍ରୀଷ୍ଟଙ୍କ ସହିତ ମଲେ ବୋଲି ଗଣନା କରନ୍ତି |(ଅଳଙ୍କାର: ଦେଖନ୍ତୁ)

ଈଶ୍ୱର ଗୁପ୍ତ କରି ରଖିଅଛନ୍ତି

“ଈଶ୍ୱର ଗୁପ୍ତ କରିଅଛନ୍ତି”

ତାହାଙ୍କ ସହିତ ମହିମାରେ

" ମହିମା " ଶବ୍ଦଟି ଖ୍ରୀଷ୍ଟଙ୍କୁ ବୁଝାଏ|