Door43-Catalog_or_tn/COL/02/20.md

2.7 KiB

ତୁମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ପ୍ରାଥମିକ ଶିକ୍ଷା ପ୍ରତି ମୃତ ହୋଇଅଛ

ଏହି ଅଳଙ୍କାର ଦେଖାଏ ଯେ ଜଣେ ବ୍ୟକ୍ତି ଯେ ଶାରୀରିକରେ ମରିଯାଏ ତାହାକୁ ଶାରୀରିକ ସ୍ତରରେ ଦାବି କରୁ ଥିବା ବିଷୟର ଆଜ୍ଞାବହ ହେବାର ଆବଶ୍ୟକ ନାହିଁ |(ଶ୍ଵାସ, ଖାଅ ଓ ଶୁଅ), ଜଣେ ବ୍ୟକ୍ତି ଯେ ଆତ୍ମିକରେ ମରିଯାଏ ତାହାକୁ ଆତ୍ମିକ ସ୍ତରରେ ଦାବି କରୁ ଥିବା ବିଷୟର ଆଜ୍ଞାବହ ହେବାର ଆବଶ୍ୟକ ନାହିଁ | (ଅଳଙ୍କାର : ଦେଖନ୍ତୁ)

ସାଂସାରିକ ଲୋକ ପରି ଏହିପ୍ରକାର ବିଧିବିଧାନର କାହିଁକି ବଶୀଭୂତ ହେଉଅଛ ? ଏହିସବୁ ବସ୍ତୁ ଭୋଗ ଦ୍ୱାରା କ୍ଷୟ ପାଏ। ଏହିପ୍ରକାର ଶିକ୍ଷା ତ ସ୍ପେଚ୍ଛାଭଜନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା ଜ୍ଞାନର ନାମ ପାଇଅଛି, କିନ୍ତୁ ସେଥିର ସାର ନାହି; ତଦ୍ଦ୍ୱାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ (ପ୍ରଭାବିତ ପ୍ରଶ୍ନକୁ : ଦେଖନ୍ତୁ)

ବଶୀଭୂତତାରେ ବଞ୍ଚିବା

“ବଶୀଭୂତ ” ବା “ସମର୍ପିଦେବା” ବା “ଆଜ୍ଞାବହ |”

ବିନଷ୍ଟ

“ନଷ୍ଟ”

ଏହିପ୍ରକାର ଶିକ୍ଷା ତ ସ୍ପେଚ୍ଛାଭଜନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା "ଜ୍ଞାନର" ନାମ ପାଇଅଛି, କିନ୍ତୁ ସେଥିର ସାର ନାହି; ତଦ୍ଦ୍ୱାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ

“ଏହିପ୍ରକାର ଶିକ୍ଷାର ଜ୍ଞାନ ନାମ ପାଇଅଛି, କିନ୍ତୁ ସେଥିର ସାର ନାହି; ତଦ୍ଦ୍ୱାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ

ଧ୍ୟାନ

“କଠୋର” ବା “କଠିନ” ବା “ଭୟଜନକ”

କିନ୍ତୁ ସେଥିର ସାର ନାହିଁ; ତଦ୍ଦ୍ୱାରା କେବଳ ଶାରୀରିକ ଭାବରେ ତୃପ୍ତି ହୁଏ”