Door43-Catalog_or_tn/COL/02/18.md

3.1 KiB

ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ

“ ତୁମ୍ଭମାନଙ୍କୁ କେହି ପ୍ରବଞ୍ଚିତ ନ କରୁ" ଅଳଙ୍କାର ରୂପରେ ତୁଳନା କଲେ ଲୋକମାନେ ଯାହା ମିଥ୍ୟା ନମ୍ରତା ବିଷୟରେ ଶିକ୍ଷା ଦିଏ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ କଲସୀୟ ମଣ୍ଡଳୀର ପରିତ୍ରାଣ ହରଣକରନ୍ତି |ଏହି ନିଷ୍କ୍ରିୟ ଅଂଶକୁ ସକ୍ରିୟ ଭାବରେ ମଧ୍ୟ ଅନୁବାଦ କରାଯାଏ | ( ନିଷ୍କ୍ରିୟ ବା ସକ୍ରିୟ ଅଳଙ୍କାର : ଦେଖନ୍ତୁ,)

ମିଥ୍ୟା ନମ୍ରତା

“ସ୍ୱେଚ୍ଛା ନମ୍ରତା” କାର୍ଯ୍ୟ ଦ୍ଵାରା ଅନ୍ୟମାନଙ୍କ ଠାରେ ନମ୍ରତାର ପରିଚୟ ଦେଇଥାଏ | ଏହି ଅନୁବାଦରେ ଧର୍ମ ନିଷ୍ଠାର ନିଜସ୍ୱକୁ ଅଗ୍ରାହ୍ୟ କରେ"

ଲୁଚିରହିଥିବା ବିଷୟ

ଏହିପରି ଚିନ୍ତା କରାଯାଇ ପାରେ ଯେ ମନକୁ ନିରନ୍ତର ନିୟନ୍ତ୍ରଣ କର | କିମ୍ବା ଅଧିକ ରୂପରେ କିଞ୍ଚିତ ପୂର୍ବଧାରଣା ନିୟନ୍ତ୍ରଣ କରିଥାଏ |

ଶାରୀରିକ ଭାବନା

ସାଂସାରିକ ଭାବରେ ଭାବିବା କିମ୍ବା ଧାର୍ମିକ ବ୍ୟକ୍ତି ଅପେକ୍ଷା ପାପୀ ବ୍ୟକ୍ତି ଭାବରେ |

ଧରି ରଖ

“ଦୃଢତାର ସହିତ ଧର” ବା “ଲାଗିରୁହ”ଯେପରି ସାନ ପିଲା ଆପଣା ପିତା ମାତାଙ୍କୁ ଭଲରୂପରେ ଧରିଥାଏ |

ମସ୍ତକସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧି ଓ ଶିରା ଦ୍ୱାରା ଉପକାର ପ୍ରାପ୍ତ ହୋଇ ପରସ୍ପର ସହିତ ସୁସଂଯୁକ୍ତ ଅଟେ ଏବଂ ଈଶ୍ୱରଦତ୍ତ ବୃଦ୍ଧିରେ ବୃଦ୍ଧିପ୍ରାପ୍ତ ହେଉଅଛି

ଅଳଙ୍କାର ଭାବରେ ତୁଳନା କଲେ ଖ୍ରୀଷ୍ଟଙ୍କ ଅଧିକାର ମଣ୍ଡଳୀ ଉପରେ ଅଛି ଯେପରି ମନୁଷ୍ୟର ମସ୍ତକ ସମଗ୍ର ଶରୀର ଉପରେ ନିୟନ୍ତ୍ରଣ କରେ |(ଅଳଙ୍କାରକୁ : ଦେଖନ୍ତୁ)