Door43-Catalog_or_tn/COL/02/16.md

1.8 KiB

କେହି ତୁମ୍ଭମାନଙ୍କ ବିଚାର ନ କରୁ

ପାଉଲ ବିଶ୍ୱାସୀମାନଙ୍କୁ ସତର୍କ କରାଉଥିଲେ ଯେଉଁମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ବିଜାତୀୟମାନଙ୍କୁ ବାଧ୍ୟ କରୁଥିଲେ |

ଭୋଜନରେ ବା ପାନରେ

ମୋଶାଙ୍କ ବ୍ୟବସ୍ଥାରେ ଭୋଜନରେ ବା ପାନ ବିଷୟରେ ବର୍ଣ୍ଣନା କରାଯାଏ | "କଣ ଖାଇବା ବା କଣ ପିଇବା" ବୋଲି ମଧ୍ୟ ଅନୁବାଦ କରାଯାଇପାରେ |

ଅତଏବ, ଭୋଜନପାନ କିଅବା ପର୍ବ, ପ୍ରତିପଦ ଅବା ବିଶ୍ରାମବାର ସମ୍ବନ୍ଧରେ କେହି ତୁମ୍ଭମାନଙ୍କ ବିଚାର ନ କରୁ

ମୋଶାଙ୍କ ବ୍ୟବସ୍ଥାରେ ବର୍ଣ୍ଣନା କରାଯାଏ କେଉଁ ଦିନ ପାଳନ କରାଯିବ ଓ କେଉଁ ଦିନ ଉପାସନା କରିବାକୁ ହେବ ଏବଂ ବଳିଦାନ କରିବାର ଦିନ |

ସେହିସବୁ ଆଗାମୀ ବିଷୟର ଛାୟାମାତ୍ର

ଅଳଙ୍କାରିକ ଅନୁବାଦରେ ବିଷୟ ବସ୍ତୁରେ ଏକ ଅସ୍ପଷ୍ଟତାର ତୁଳନା କରେ ଧାର୍ମିକ ହେଉ ବା ପରମ୍ପରା ହେଉ ଯେପରି ମୋଶାଙ୍କ ବ୍ୟବସ୍ଥା ମଧ୍ୟ ଆଂଶିକ ଭାବରେ ଦେଖାଏ କିନ୍ତୁ ବାସ୍ତବ ବିଷୟ ଯୀଶୁ ଖ୍ରୀଷ୍ଟ |(ଦେଖ: ତୁଳନା)