Door43-Catalog_or_tn/COL/02/13.md

3.3 KiB

ଯେତେବେଳେ ତୁମ୍ଭେମାନେ ମୃତ ଥିଲ

“ତୁମ୍ଭେ କଲସୀୟର ବିଶ୍ୱାସୀମାନେ ଆତ୍ମିକରେ ମୃତଥିଲେ ”

ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ,

ଦୁଇପ୍ରକାର ମୃତ୍ୟୁ, 1) ତୁମ୍ଭେମାନେ ଆତ୍ମିକରେ ମୃତଥିଲ ଖ୍ରୀଷ୍ଟଙ୍କ ବିପକ୍ଷରେ ପାପର ଜୀବନରୁ ଜୀବିତ ହେଲ |2) ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଅସୁନ୍ନତ ଅବସ୍ଥାରେ ଥିଲ |

ସେ ତୁମ୍ଭମାନଙ୍କୁ ନିର୍ମାଣ କଲେ

“ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ କଲସୀୟର ବିଶ୍ୱାସୀମାନଙ୍କୁ ନିର୍ମାଣ କରିଛନ୍ତି"

ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି

“ଯୀଶୁ ଖ୍ରୀଷ୍ଟ ଯିହୂଦୀ ଓ ବିଜାତୀୟ ସମସ୍ତଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି"

ତୁମ୍ଭେମାନେ ମୃତ ଥିଲ…ସେ ତୁମ୍ଭମାନଙ୍କୁ ସଜୀବ କରିଅଛନ୍ତି

ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ୱର ତାହାଙ୍କ ସହିତ ସଜୀବ କରିଅଛନ୍ତି ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି, (ଦେଖ: ତୁଳନା)

ପୁଣି, ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗପତ୍ର ଥିଲା, ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇ ଅଛନ୍ତି

ପୁଣି, ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗପତ୍ର ଥିଲା, ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇ ଅଛନ୍ତି; ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନପୂର୍ବକ କ୍ରୁଶରେ ବିଜୟଯାତ୍ରା କରିଅଛନ୍ତି। (ଦେଖ: ତୁଳନା)

ବିଜୟର ମାଧ୍ୟମକୁ ନେଇଛନ୍ତି

ରୋମୀୟମାନଙ୍କର ସମୟରେ ସେମାନଙ୍କର ବିଜୟ ପ୍ରଦର୍ଶନ କରିବାର ଏକ ସାଧାରଣ ମାଧ୍ୟମ ଥିଲI ଯେତେବେଳେ ସେମାନେ ଗୃହକୁ ଫେରୁଥିଲେ ଯେ, ସମସ୍ତ ବନ୍ଦୀମାନଙ୍କୁ ତାହା ଦେଖାଇବା ନିମନ୍ତେ |