Door43-Catalog_or_tn/COL/02/10.md

1.8 KiB

ତାହାଙ୍କ ଠାରେ

“ ଯୀଶୁ ଖ୍ରୀଷ୍ଟଙ୍କ ଠାରେ”

ତୁମ୍ଭେମାନେ

“ତୁମ୍ଭେ କଲସୀୟର ବିଶ୍ୱାସୀମାନେ”

ସମ୍ପୂର୍ଣ୍ଣ ସଫଳତା

“ ସଂପୂର୍ଣ୍ଣ ହେଲା ”

ଈଶ୍ୱରଙ୍କ ଦ୍ଵାରା ତୁମ୍ଭେମାନେ ସୁନ୍ନତ ହେଲ..

ଏହି ତୁଳନା ସୂଚାଏ ଯେ ଈଶ୍ୱର ଜଣେ ବିଶ୍ୱାସୀର ପାପ ବାହାର ବା କାଢି ନେବେ ସେହି ଅନୁସାରେ ସୁନ୍ନତରେ ଛୁରୀ ଦ୍ୱାରା ମାଂସ କଟା ହେବ ବା ଅଲଗା କରିବେ |(ଦେଖ: ତୁଳନା)

ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇ, …

ତୁମ୍ଭେମାନେ ବାପ୍ତିସ୍ମରେ ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇ, ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ କାର୍ଯ୍ୟସାଧକ ଶକ୍ତିରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍‍ଥାପିତ ହୋଇଅଛ । (ଦେଖ: ତୁଳନା)

ତାହାଙ୍କ ସହିତ ମଧ୍ୟ ଉତ୍‍ଥାପିତ ହୋଇଅଛ

ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ୱର ତାହାଙ୍କ ସହିତ ସଜୀବ କରିଅଛନ୍ତି | (ଦେଖ: ତୁଳନା)