Door43-Catalog_or_tn/COL/02/08.md

2.8 KiB

ତାହା ଦେଖନ୍ତୁ

ସାବଧାନ ହୁଅ |ଏହା ଏହିପ୍ରକାର ମଧ୍ୟ ଅନୁବାଦ କରାଯାଇପାରେ " ସାବଧାନ ହୁଅ" ବା "ତାହା ଜଗିରୁହ"|

ତୁମ୍ଭମାନଙ୍କୁ ବନ୍ଦୀ କରାଯିବ

ଏହିପ୍ରକାର ତୁଳନା କରେ ଜଣେ ଶାରୀରିକ ଭାବେ ବନ୍ଦୀ କରନ୍ତି ଓ ଜଗତର ପ୍ରାଥମିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ | (ଅଳଙ୍କାର : ଦେଖନ୍ତୁ)

ତୁମ୍ଭମାନଙ୍କୁ ବନ୍ଦୀ କରାଯିବ

“ କଲସୀୟର ବିଶ୍ୱାସୀମାନେ, ତୁମ୍ଭମାନଙ୍କୁ ବନ୍ଦୀ କରିବେ”

ଦର୍ଶନବିଦ୍ୟା

କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ପ୍ରାଥମିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ

ନିରର୍ଥକ ପ୍ରତାରଣା

ଭ୍ରାନ୍ତି ଜନକ ଶିକ୍ଷା ଖ୍ରୀଷ୍ଟୀୟ ଜୀବନକୁ ପରିଚାଳନା କରେ ନାହିଁ ସେମାନେ ଫଳହୀନା ଓ ଶୂନ୍ୟ ଅଟନ୍ତି |

ମନୁଷ୍ୟର ପରମ୍ପରାଗତ ଓ ଜଗତର ପ୍ରାଥମିକ ଶିକ୍ଷା

ଯିହୂଦୀ ଓ ବିଜାତୀୟମାନଙ୍କର ପରମ୍ପରାଗତ ଓ ପାପପୂର୍ଣ୍ଣ ବିଶ୍ଵାସ ମୂଲ୍ୟ ହୀନା ଅଟେ |

ଖ୍ରୀଷ୍ଟଙ୍କ ପରେ

“ଖ୍ରୀଷ୍ଟଙ୍କ ଅନୁସାରେ”| କେବଳ ଖ୍ରୀଷ୍ଟଙ୍କଉପରେ ବିଶ୍ୱାସ ହିଁ ମୂଲ୍ୟ ଅଟେ |

କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ତ୍ୱ ଦେହବନ୍ତ ହୋଇ ବାସ କରେ

“ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ତ୍ୱ ଦେହବନ୍ତ ହୋଇ ବାସ କରେ |”ଏଥିରେ ସନ୍ଦେହ କରନ୍ତୁ ନାହିଁ ଈଶ୍ୱରଙ୍କ ସମସ୍ତ ସ୍ଵଭାବ ଖ୍ରୀଷ୍ଟଙ୍କଠାରେ ବାସ କରେ ଯାହା ସତ୍ୟ ନୁହେଁ |