Door43-Catalog_or_tn/COL/02/06.md

1.9 KiB

ଖ୍ରୀଷ୍ଟ ଯୀଶୁ ପ୍ରଭୁଙ୍କ ଠାରେ ଆଚରଣ କର

ତାହାଙ୍କ ଠାରେ ବିଶ୍ଵାସ କରିଥିବାର ଜମିଥିବା ବିଷୟର ବା ସୁସ୍ଥିରତାର ଆଚରଣକୁ ପ୍ରକାଶ ଅଟେ |(ଦେଖ: ରୂଢିପ୍ରୟୋଗ)

ଯେପରି ତୁମ୍ଭେମାନେ ତାହାଙ୍କୁ ଗ୍ରହଣ କଲ

“ ତୁମ୍ଭେ କଲସୀୟର ବିଶ୍ଵାସୀ ମାନେ ଯେପରି ତାହାଙ୍କୁ ଗ୍ରହଣ କରିଅଛ”

ତାହାଙ୍କଠାରେ ବଦ୍ଧମୂଳ ଓ ଗୁନ୍ଥା ହୋଇଅଛ

ଏହି ତୁଳନା ଗୋଟିଏ ଗଛ ଭଲରେ ବଢିବା ପାଇଁ ଗଭୀରରେ ଚେର ମାଡେ ସେଇ ଅନୁସାରେ ବିଶ୍ୱାସୀ ନିଷ୍ଠାବାନ ହୋଇ ଅଧିକରୁ ଅଧିକ ବିଶ୍ୱାସରେ ଦୃଢ ରହିବା ଆବଶ୍ୟକ । (ଦେଖ: ତୁଳନା)

ତାହାଙ୍କଠାରେ ଗୁନ୍ଥା ହୋଇଅଛ

ଏହି ତୁଳନା ସୂଚାଏ ଯେ ଖ୍ରୀଷ୍ଟିୟାନ ଜୀବନ ଖ୍ରୀଷ୍ଟଙ୍କ ମୂଳଦୂଆରେ ତିଷ୍ଠିବା ଆବଶ୍ୟକ ସେହି ଅନୁସାରେ ଗୋଟିଏ ଗୃହ ନିର୍ମାଣରେ ଦୃଢ ମୂଳଦୂଆର ଆବଶ୍ୟକ | (ଦେଖ: ତୁଳନା)

ବିଶ୍ଵାସରେ ବଦ୍ଧମୂଳ ହୁଅ

ବିଶ୍ୱାସରେ ଗୁନ୍ଥା ଓ ନିଷ୍ଠାବାନ ହୋଇ ଆପଣା ଜୀବନ ଖ୍ରୀଷ୍ଟ ଯୀଶୁଙ୍କଠାରେ କଟାଅ |

ଅଧିକରୁ ଅଧିକ ଧନ୍ୟବାଦ ଦିଅ

ଈଶ୍ୱରଙ୍କ ପ୍ରତି ଅତି କୃତଜ୍ଞ ହୁଅ |