Door43-Catalog_or_tn/COL/02/04.md

1.3 KiB

ମୁଁ ଏହା କହେ

" ମୁଁ, ପାଉଲ, ଏହା କହେ"

ତୁମ୍ଭେ ଭ୍ରାନ୍ତ

“କଲସୀୟସ୍ଥିତ ବିଶ୍ଵାସୀମାନଙ୍କୁ ଏକ ଭ୍ରାନ୍ତ ସ୍ଥାନକୁ ପରିଚାଳନା କରିବା ବା ଏକ ମିଥ୍ୟା ବିଶ୍ଵାସରେ କଢେଇନେବା"|

ବାକ୍‌ଯୁଦ୍ଧ

ଭାଷଣ ଯାହା ତୁମ୍ଭକୁ କିଛି ବିଷୟରେ ମନାଇବ ବା ବିଶ୍ଵାସ କରିବାରେ ବାଧ୍ୟ କରେ |

ଶରୀରରେ ତୁମ୍ଭମାନଙ୍କ ସହ ନାହୁଁ

" ଶରୀରରେ ତୁମ୍ଭମାନଙ୍କ ସହିତ ଅନୁପସ୍ଥିତ"

ମୁଁ ଆତ୍ମାରେ ତୁମ୍ଭମାନଙ୍କ ସହିତ ଅଛି

“ ମୁଁ ତୁମ୍ଭମାନଙ୍କର ବିଷୟରେ ନିରନ୍ତର ଚିନ୍ତା କରୁଅଛି"

ସୁଗଠନ ଭାବରେ

ପାଉଲ ସେମାନଙ୍କର ଏକତା ଓ ଖ୍ରୀଷ୍ଟଙ୍କ ଠାରେ ସେମାନଙ୍କର ଭରସାର ଦୃଢ଼ତା ସମ୍ବନ୍ଧରେ ଆଦେଶ ବା ପ୍ରଶଂସା କରୁଛନ୍ତି |